Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Defence
News related to Ministry of Defence (GOI)
ଅଭ୍ୟାସ ବେଳେ ଭାସିଗଲା ସେନା ଟ୍ୟାଙ୍କ , ସହିଦ ହେଲେ ଯବାନ
ଲଦାଖରେ ଭାରତୀୟ ସେନା ବଡ ଦୁର୍ଘଟଣାର ସାମ୍ନା କରିଛି । ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି । ଏହି ଦୁର୍ଘଟଣାରେ ସେନାର କିଛି ଯବାନ ସହିଦ ହୋଇଥିବା…
ଭାରତୀୟ ସେନାରେ ବମ୍ପର ନିଯୁକ୍ତି
ଭାରତୀୟ ସେନା ହାବିଲଦାର ଏବଂ ନାଏବ ସୁବେଦାର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।ଆଗ୍ରହୀ ଏବଂ ଯୋଗ୍ୟ ଦଶମ ପାସ୍ ପ୍ରାର୍ଥୀମାନେ ଅଫଲାଇନ୍ ମୋଡ୍ ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୪ । ଏହି ନିଯୁକ୍ତି କୋଟା ଅଧୀନରେ…
ଆସିଲା ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ
ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ । ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ଆବେଦନକୁ ଅଫ ଲାଇନ ମାଧ୍ୟମରେ ହିଁ…
ସେନା କ୍ୟାଣ୍ଟିନରେ ବିକ୍ରି ହେବ କିଆ
ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବା ଲାଗି କିଆ ଇଣ୍ଡିଆ ପକ୍ଷରୁ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। କିଆ କମ୍ପାନୀ ଏହାର ଲୋକପ୍ରିୟ ଭାରିଆଣ୍ଟାଗୁଡ଼ିକୁ କ୍ୟାଣ୍ଟିନରେ ବିକ୍ରି କରିବ। ଯାହା ଫଳରେ ଅର୍ଦ୍ଧସୈନିକ ବଳ, ରାଜ୍ୟ ଏବଂ କେନ୍ଦ୍ର ପୁଲିସ…
ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ
ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ସୂଚନାନୁସାରେ, ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବିଷୟରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଇନପୁଟ୍ ରହିଥିଲା, ଯାହା ଉପରେ ଆଧାର କରି ସେନା ଏଲଓସି ନିକଟରେ ଅନେକ…
ସେନାରେ ବାହାରିଲା ନିଯୁକ୍ତି
ଆପଣ ଭାରତୀୟ ସ୍ଥଳ ସେନାରେ ଯୋଗଦେବାକୁ ଆଗ୍ରହୀ, ତେବେ ଆପଣ ଭାରତୀୟ ସେନାର ଅଫିସିଆଲ ୱେବସାଇଟ, joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ସେନା ବାହିନୀରେ କେଉଁ କେଉଁ ପଦବୀ ଖାଲି ରହିଛି ସେ ସମସ୍ତ ସୂଚନା ପାଇଁ ଆପଣ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ବିସ୍ତୃତ ରାଲରି…
ବାୟୁସେନାରେ ଯୋଗଦେବା ପାଇଁ ବଢ଼ିଆ ସୁଯୋଗ
ଯେଉଁ ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ଯୋଗଦେବାକୁ ଚାହୁଁଛନ୍ତି ସେମାନେ ଆବେଦନ ଲିଙ୍କ୍ ଖୋଲିବା ପରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।ଆମେ ଏଠାରେ ଜଡିତ ଗୁରୁତ୍ୱପୂର୍ଣ୍ଣ ବିବରଣୀଗୁଡିକ ସେୟାର କରୁଛୁ । ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ୮ ରେ ଭାରତୀୟ…
ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର ,ଆଜି ଏହି ବିମାନ ଆସିବ କେରଳରେ
ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି ।…
SSB ଜାରି କଲା ଆଡମିଟ୍ କାର୍ଡ
କିଛି ମାସ ତଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇ ଓଡ଼ିଶାରେ ୨୮ଟି ଓ ବିଏସଇ…
ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଉପେନ୍ଦ୍ର ଦ୍ୱିବେଦୀ
ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ…