Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Defence
News related to Ministry of Defence (GOI)
ସ୍ବାଧୀନତା ଦିବସ:ସୀମାକୁ ସୁରକ୍ଷିତ ରଖିବାକୁ ଦିନରାତି ଏକ କରିଦେଇଛି ସେନା
ସୀମାରେ ବଢ଼ିଲା ସୁରକ୍ଷା। ସ୍ବାଧୀନତା ଦିବସ ପାଳନ ପାଇଁ ସାରା ଦେଶ ପ୍ରସ୍ତୁତିରେ ଲାଗିପଡ଼ିଛି । ସେପଟେ ସୀମାକୁ ସୁରକ୍ଷିତ ରଖିବାକୁ ସେନା ମଧ୍ୟ ଦିନରାତି ଏକ କରିଦେଇଛି । ଜମ୍ମୁକାଶ୍ମୀରରେ ସୁରକ୍ଷାକୁ ବଢ଼ାଯାଇଛି । ବିଶେଷକରି ପାକିସ୍ତାନ ସହ ସୀମାବର୍ତୀ ଅଂଚଳରେ ପାଟ୍ରୋଲିଂକୁ ସୁଦୃଢ଼…
କନଷ୍ଟେବଳ ପଦ ପାଇଁ ବମ୍ପର ନିଯୁକ୍ତିି
ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ଆଇଟିବିପି) ରେ କନଷ୍ଟେବଲ୍ ପାଇନଅର୍ ପଦ ପାଇଁ ନିଯୁକ୍ତି ରହିଛି । ପୋଲିସ ବିଭାଗରେ ସରକାରୀ ଚାକିରି (ସେଣ୍ଟ୍ରାଲ୍ ପୋଲିସ୍ ଚାକିରି) ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ।ଏହି ପଦବୀ ମାଧ୍ୟମରେ ମୋଟ ୨୦୨ ଟି ଖାଲି ପଦବୀ ନିଯୁକ୍ତ…
ହାବିଲଦାର ନିଯୁକ୍ତି
ଏସଏସସି ମଲ୍ଟିଟାସ୍କିଂ (ଏମଟିଏସ) ଓ ହାବିଲଦାର ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ରହିଥିବା ବେଳେ ଏବେ ଉକ୍ତ ଅବଧିକୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…
ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍
ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ। ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍। କମ୍ବିଂରେ ସାମିଲ ହୋଇଛନ୍ତି ୪୫୦ ସିଆରପିଏଫ୍ ଯବାନ। ୧୨ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଦିନକୁ ଦିନ ଚନ୍ଦକା-ଡମପଡା ଅଭୟାରଣ୍ୟରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହାସହିତ ‘ଅଗ୍ନିବୀର’ଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଓ…
ପ୍ରତିରକ୍ଷା ପାଇଁ ୪.୫୪ ଲକ୍ଷ କୋଟି
ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ୨୦୨୪ ଜାରି କରିଛନ୍ତି । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୮…
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର
ସରକାରୀ ଚାକିରିରେ ଅଗ୍ନିବୀର କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସଇନି ଘୋଷଣା କରିଛନ୍ତି। ଗ୍ରୁପ ସିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ବିନା ସୁଧରେ ଉପଲବ୍ଧ ହେବ।ହରିୟାଣାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବାକୁ…
ଭାରତୀୟ ସେନାରେ ସାମିଲ ହେବ ‘ଯୋରାବର୍’
ଭାରତୀୟ ସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଟ୍ୟାଙ୍କ୍ ‘ଯୋରାବର୍’ । ଏହି ଡ୍ରୋନକୁ ଡିଆରଡିଓ ବିକଶିତ କରିଛି । ଖାସକରି ପୂର୍ବ ଲଦାଖରେ ଭାରତୀୟ ସେନାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ଟ୍ୟାଙ୍କକୁ ବିକଶିତ କରିଛି ଡିଆରଡିଓ । ଏଲଏସିରେ ଭାରତ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ…
ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନ କରିଛନ୍ତି।୨୦୨୩ ମାର୍ଚ୍ଚ ୧୨ ତାରିଖ। ଓଏନ୍ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେଶନାଲ…
ଭାରତୀୟ ସେନାର ଶକ୍ତି ବଢାଇବ ଓଡିଶାର ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ
ମରୁଭୁମିଠାରୁ ଆରମ୍ଭ କରି ବରଫାବୃତ୍ତ ଅଞ୍ଚଳରେ ଜାଗ୍ରତ ପ୍ରହରୀ ହୋଇ ଦାୟିତ୍ୱ ତୁଲାଉଛନ୍ତି ଭାରତୀୟ ସୈନିକ । ଖାଦ୍ୟଠାରୁ ଆରମ୍ଭ କରି ଅସ୍ତ୍ର ଶସ୍ତ୍ର ସବୁ ପାହାଡକୁ ନେବାରେ ହୁଏ ଅନେକ ସମସ୍ୟା । କିନ୍ତୁ ଏବେ ଏହି ସମସ୍ୟାକୁ ଦୁର କରିବ ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ । ଓଡିଶାରେ ତିଆରି…