Browsing Category

Defence

News related to Ministry of Defence (GOI)

ଆଉ ଯୁଦ୍ଧରେ ଭାଗ ନେବନି ମିଗ୍ ଯୁଦ୍ଧ ବିମାନ, ତେଜସ କରିବ ଯୁଦ୍ଧ

ଆଉ ଯୁଦ୍ଧରେ ଭାଗନେବନାହିଁ ଲଢ଼ୁଆ ଯୁଦ୍ଧ ବିମାନ ମିଗ-21 । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ MiG-21  ଆନୁଷ୍ଠାନିକ ଭାବରେ ଅବସର ନେଉଛି । ଅନେକ ଯୁଦ୍ଧରେ ଏହା ଶତ୍ରୁଙ୍କୁ ମାତ ଦେଇ ଅନେକ କ୍ଷତି କରିଛି ।  ଏହା ଭାରତର ବାୟୁ ପ୍ରତିରକ୍ଷା କ୍ଷେତ୍ରରେ “ସର୍ବାଧିକ ଶକ୍ତିଶାଳୀ” ଲଢ଼ୁଆ ବିମାନ…

ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି।  ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା…

ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ

ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍‌ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା। ଏହି ସେମିନାରରେ ଓଡ଼ିଶାରେ ପ୍ରତିରକ୍ଷା…

୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣିବ ସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ପୁରୁଣା ଚେତକ ଓ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ପ୍ରାୟ ୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣାଯିବ । ଏହି ହେଲିକପ୍ଟର ଗୁଡ଼ିକର ନାଁ ରହିଛି…

ଚୀନ ପାକ ମୁକାବିଲା ପାଇଁ ଭାରତ ପାଖରେ ନାହିଁ ପର୍ଯ୍ୟାପ୍ତ ଲଢୁଆ ବିମାନ

ଅକ୍ଟୋବରରୁ ଭାରତର ଲଢୁଆ ବିମାନ ସଂଖ୍ୟା ୨୯ ସ୍କ୍ୱାଡ୍ରନ୍‌କୁ ଖସି ଆସିବ, ଯାହା କି ପାକିସ୍ତାନର ୨୫ ସ୍କ୍ୱାଡ୍ରନ୍‌ର ପାଖାପାଖି ହେବ। ବିଶେଷ କରି ଚୀନ୍‌ର ଏୟାର୍ ଫ୍ଲିଟ୍‌ରେ ଯଥେଷ୍ଟ ଅଧିକ ୬୬ ସ୍କ୍ୱାଡ୍ରନ୍ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଏକ ସ୍କ୍ୱାଡ୍ରନ୍‌ରେ ୧୮ରୁ…

ଭାରତର ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ

ଅପରେସନ ସିନ୍ଦୂର ସମୟରେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ ଭାରତ କିଭଳି ପଣ୍ଡ କରିଥିଲା ତାହାକୁ ବିଶ୍ବ ଦେଖିଛି। ଚୀନ୍ ବିମାନ ଓ ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଥିଲା।  ଭାରତ ବୁଧବାର ଏକ ନୂଆ ଏୟାର…

ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ ହେବ ତମାଳ

ରୁଷ୍‌ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ (ଫ୍ରିଟେ) ‘ତମାଳ’କୁ ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଜଣାପଡିଛି। ରୁଷ୍‌ର କାଲିନିଗ୍ରାଦ୍‌ ସିପ୍‌ୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କ୍ରିଭାକ୍‌ ଶ୍ରେଣୀର ଅଷ୍ଟମ ଜାହାଜ। ଜୁଲାଇ ୧ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପଶ୍ଚିମ…

ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ ହୋଇଥିଲା ନଷ୍ଟ

ଭାରତର ଆକ୍ରମଣରେ ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ, ୨ଟି ଉଚ୍ଚକ୍ଷମତା ସମ୍ପନ୍ନ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ନଷ୍ଟ ହୋଇଥିଲା। ଏହା ସହ ୧୦ଟି ସଶସ୍ତ୍ର ଡ୍ରୋନ, ଗୋଟିଏ ସି-୧୩୦ ହରକ୍ୟୁଲସ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ବି ଧ୍ବଂସ ହୋଇଥିଲା ବୋଲି ସୂଚନା ମିଳିଛି। ଏପ୍ରିଲ ୨୨ ପହଲଗାଓଁ…

ରାୱଲପିଣ୍ଡିରୁ ମୁଖ୍ୟାଳୟ ସ୍ଥାନାନ୍ତର କଲା ପାକିସ୍ତାନ ସେନା

ଭାରତୀୟ ସେନାର ଏୟାର ଷ୍ଟ୍ରାଇକ ପରେ ଡରିଯାଇଛି ପାକିସ୍ତାନ । ପାକିସ୍ତାନ ସେନା ରାୱଲପିଣ୍ଡିରୁ ଏହାର ମୁଖ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନା ଭିତରେ ଭାରତୀୟ ସେନା ବିଶେଷକରି ସୀମାରେ ଥିବା ଅନେକ ପାକିସ୍ତାନୀ…

ମେ ୧୮ ପର୍ଯ୍ୟନ୍ତ ବଢ଼ିଲା ଅସ୍ତ୍ରବିରତି ଅବଧି

ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି। ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଗୁରୁବାର ପର୍ଯ୍ୟନ୍ତ ତାହାର ଅବଧି ରହିଥିଲା। ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। …