Browsing Category

Defence

News related to Ministry of Defence (GOI)

ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ

ଲକ୍ଷ୍ନୌ: ଭାରତୀୟ ସେନାର ମେଜର ଜେନେରାଲ ଆର୍ମି ସର୍ଭିସ କର୍ପ୍ସ (ଏମ୍‌ଜି ଏଏସ୍‌ସି) କମାଣ୍ଡ ହେଡକ୍ୱାର୍ଟର୍ସ ଲକ୍ଷ୍ନୌର ଇନ୍‌-ଚାର୍ଜ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀ (୫୨)  ଦୀର୍ଘଦିନର ରୋଗ ସହ ଲଢ଼ି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରିଜଭୀଙ୍କ ପରଲୋକ ପରେ ଗଭୀର ଶୋକ…

ତେଜସ ଫାଇଟର ଜେଟର ପାଇଲଟ୍ ନମାଂଶ ସ୍ୟାଲ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଦୁବାଇ ଏୟାର୍ ଶୋ'ରେ ତେଜସ୍ ଫାଇଟର ଜେଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ୱିଙ୍ଗ୍ କମାଣ୍ଡର ନମାଂଶ ସ୍ୟାଲଙ୍କର ମରଶରୀର ଆଜି ତାଙ୍କର ଗୃହ ରାଜ୍ୟ ହିମାଚଳ ପ୍ରଦେଶର କାଙ୍ଗଡ଼ା ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ ୱିଙ୍ଗ୍ କମାଣ୍ଡର…

ଯେପର୍ଯ୍ୟନ୍ତ ବିଏସ୍ଏଫ୍ ପହରା ଦେଉଛି, ସେ ପର୍ଯ୍ୟନ୍ତ ଭାରତର ଇଞ୍ଚେ ଜମି ଉପରେ ମଧ୍ୟ ଶତ୍ରୁ ନଜର ପଡ଼ିବ ନାହିଁ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଭୁଜଠାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସଂଘବୀ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ଶ୍ରୀ ଦଲଜିତ ସିଂହ ଚୌଧୁରୀ ଏବଂ…

ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ, ଭାରତୀୟ  ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ  ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ତେଜସ୍ ଜେଟ୍ ଆକାଶରେ…

ଡାକ୍ତର ମହମ୍ମଦ ଉମର ନବି ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା

ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ  ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍‌ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍‌ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା…

INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ

INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉତ୍ସବ ମନାଇବା ସହ  ସମ୍ୱୋଧନ କରିଛନ୍ତି । ଦେଶର ସମସ୍ତ ସେନାବୀର  ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଏହି ଅବସରରେ ସେ କହିଛନ୍ତି ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ…

ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା ମଙ୍ଗଳବାର, ୨୧ ଅକ୍ଟୋବର ୨୦୨୫ରେ ‘ପୋଲିସ ସ୍ମାରକୀ ଦିବସ’ରେ ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଏକ…

ଭାରତର ପ୍ରଥମ ସ୍ବଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି

ଭାରତକୁ ମିଳିଲା ଆଉ ଏକ ସଫଳତା। ଶତ୍ରୁ  ପାଇଁ କାଳ ତିଆରି କଲା ଭାରତ। ସ୍ବଦେଶୀ ଜିନିଷ ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏବେ ଭାରତକୁ ଏହାର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ ମିଳିଛି। ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି।…

ଅଯୋଧ୍ୟାରେ ନୂତନ ଏନ୍.ଏସ୍. ଜି. କେନ୍ଦ୍ର ପ୍ରତିଷ୍ଠା

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ସର୍ବତ୍ର, ସର୍ବୋତ୍ତମ ଏବଂ ସୁରକ୍ଷା ଭଳି ତିନୋଟି ନୀତି ସହିତ ସମର୍ପଣ, ସାହସ ଏବଂ ରାଷ୍ଟ୍ରଭକ୍ତି କୁ ନିଜର ଗୁଣ ଭାବେ ନେଇ ଏନ୍. ଏସ୍. ଜି. ଚାରି ଦଶନ୍ଧି ଧରି ଦେଶରେ ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ…

ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା

ଭାରତୀୟ ବାୟୁସେନା (IAF)  ହିଣ୍ଡନ ବାୟୁସେନା ଘାଟିରେ ବାୟୁସେନା ଦିବସ ପାଳନ କରିଛି। ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ ପି ସିଂ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ  ଘାଟିରେ ୯୩ତମ ବାୟୁସେନା ଦିବସ ଉତ୍ସବରେ ଗାର୍ଡ ଅଫ ଅନର ନିରୀକ୍ଷଣ କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର…