Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Culture
ଆଜି କାକଟପୁର ମାଆ ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା
ଆଜି ଚୈତ୍ର ମାସ ମଙ୍ଗଳବାରର ଶେଷ ପାଳି । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଆଜି ପିଠାପଣା ବାସ୍ନାରେ ଚର୍ତୁଦିଗ ମହକୁଛି । ଦାଣ୍ଡରେ ପଣା ଢଳାଯାଇ ମାଆଙ୍କ ପାଖେ ସମସ୍ତେ ପରିବାର ପାଇଁ ମଙ୍ଗଳ ମନାସନ୍ତି ।ତେବେ ଏହାରି ମଧ୍ୟରେ ଆଜି କାକଟପୁର ମାଆ ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା । ଏହି ଅବସରରେ…
ଅଧାବାଟରେ ଅଟକିଲେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ମଙ୍ଗଳବାର ସନ୍ଧ୍ୟାରେ ପାପନାଶିନୀ ଛକ ନିକଟରେ ଅଟକିଛି। ବିଧି ରହିଛି ସୂର୍ଯ୍ୟାସ୍ତ ପରେ ରଥ ଟଣା ହୁଏନି। ତେଣୁ ଅଧା ରାସ୍ତାରେରଥ ଅଟକିଛି। ଅଧଘଣ୍ଟା ବିଳମ୍ବରେ ନୀତିକାନ୍ତ ଆରମ୍ଭ ହୋଇ ଦେଢ଼ଘଣ୍ଟା ବିଳମ୍ବରେ ଗଡିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ…
ଆଜି ଅଶୋକାଷ୍ଟମୀ
ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଦୀର୍ଘ ବର୍ଷକ ପରେ ଆଜି ଦେଉଳରୁ ବାହାରି ଭକ୍ତଙ୍କ ଦୁଃଖ ବୁଝିବାକୁ ଆସୁଛନ୍ତି ବାବା ଲିଙ୍ଗରାଜ ।…
ଶ୍ରୀମନ୍ଦିରରେ ନୂଆ ପାଞ୍ଜି
ଶ୍ରୀମନ୍ଦିରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ପୂର୍ବକ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ଚଳିତବର୍ଷ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି।…
ଚୈତ୍ର ନବରାତ୍ରି ମାଆ କାତ୍ୟାୟନୀଙ୍କ ପୂଜା
ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ମାଆ ଦେବତାମାନଙ୍କ ଜ୍ୟୋତିରୁ ଜନ୍ମ ହୋଇଥିଲେ। ମାଆ କାତ୍ୟାୟନୀଙ୍କ ରୂପ ଐଶ୍ୱରୀୟ ଏବଂ ତାଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଭକ୍ତମାନଙ୍କ ଉପରେ ରହିଥାଏ। ତେବେ ଭକ୍ତମାନେ ନବରାତ୍ରିର ଷଷ୍ଠ ଦିନରେ କ’ଣ କରିବା…
ଆଜି ମା ଙ୍କ ପଞ୍ଚମ ଦିନ
ଦେବୀ ଭଗବତୀଙ୍କ ପଞ୍ଚମ ରୂପର ନାମ ହେଉଛି ସ୍କନ୍ଦମାତା। ଚୈତ୍ର ନବରାତ୍ରି ୨୦୨୪ ରେ, ୧୩ ଏପ୍ରିଲ ଶନିବାର ଦିନ ମାଆ ସ୍କନ୍ଦମାତାଙ୍କ ଉପବାସ ପାଳନ କରାଯିବ। ଏହି ଦିନ ମାଆ ଦେବୀଙ୍କୁ କଦଳୀ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କଦଳୀରୁ ତିଆରି ଜିନିଷକୁ ସ୍କନ୍ଦମାତା ବହୁତ…
ନବରାତ୍ରିର ଚତୁର୍ଥ ଦିନରେ
ଚୈତ୍ର ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କର ପୂଜା କଲେ ଅଜେୟ ରହିବାର ବରଦାନ ମିଳିଥାଏ । ମା’ଙ୍କ ଉପାସନା ଶାନ୍ତ ମନରେ କରିବା ଉଚିତ । କୁହାଯାଏ, ଯେତେବେଳେ ସାରା ସଂସାରରେ ଚାରିଆଡ଼ ଘୋର ଅନ୍ଧାକାର ଛାଇ ଯାଇଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ନିଜର ମଧୁର ମୁସ୍କାନରେ ବ୍ରହ୍ମାଣ୍ଡର ରଚନା…
ଚୈତ୍ର ନବରାତ୍ରିର ୩ୟ ଦିନରେ କରନ୍ତୁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା
ଚୈତ୍ର ନବରାତ୍ରିର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ମାଆଙ୍କ ଏହି ରୂପ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ଉପାସନା ସାହସୀ କରାଇଥାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ରଙ୍ଗ ସୁନା ପରି ଉଜ୍ଜ୍ୱଳ ଏବଂ ତାଙ୍କ ବାହନ ସିଂହ ଅଟେ।ଦେବୀ ମାଆଙ୍କ…
ଆଜି ପବିତ୍ର ଇଦ୍
ଆଜି ପବିତ୍ର ଇଦ୍ ଉଲ ଫିତର। ସାରା ଭାରତରେ ଆଜି ଇଦ୍ ଉତ୍ସବ ପାଳନ ହେଉଛି। ରମଜାନ ମାସ ପୂରଣ ହେବା ପରେ ଆଜି ଇଦ ପାଳନ କରୁଛନ୍ତି ଇସଲାମ ଭାଇଭଉଣୀ। ମସଜିଦରେ ଇସଲାମ ଧର୍ମାବଲମ୍ବୀଙ୍କ ଗହଳି ଲାଗିଛି। ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ। ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି…
ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି
ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର ସଫଳତା ହାସଲ କରନ୍ତି। ବିଶ୍ୱାସ କରାଯାଏ ଯେ, ମା ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ନଅଟି ଗ୍ରହ ଶାନ୍ତ ହୋଇଯାଏ। ଜ୍ୟୋତିଷ ଶାସ୍ତ୍ରରେ ମା ବ୍ରହ୍ମଚାରିଣୀ…