Browsing Category

Culture

ତୃତୀୟ ଦିନରେ ବରଗଡ଼ ଧନୁଯାତ୍ରା

ମଥୁରା: ତୃତୀୟ ଦିନରେ ବରଗଡ଼ ଧନୁଯାତ୍ରା  ।  ଗୋପପୁରରେ ନନ୍ଦ ଦରବାର ଉଦଘାଟନ ସହ ନନ୍ଦ ଉତ୍ସବ ଓ ନଗର ସଂକୀର୍ତ୍ତନ ମଞ୍ଚସ୍ଥ ହେବ । ଗତକାଲି କାରାଗାରରେ କୃଷ୍ଣ ଜନ୍ମ ପରେ ତାଙ୍କୁ ନେଇ ଗୋପରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ଆସିଥିଲେ ବସୁଦେବ । ଏହାସହ କଂସ ରଙ୍ଗମହଲ ଉଦଘାଟନ, କଂସ…

ଅଯୋଧ୍ୟାରେ ଆଜିଠୁ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେବ

୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହାର ୫ ଦିନ ପୂର୍ବରୁ ଆଜିଠାରୁ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି ।ସେପଟେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଜିବ ଓଡ଼ିଶାର ମର୍ଦ୍ଦଳ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର…

ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା  । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଉଛି ।  ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଛି ।  ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାସ୍ଥଳରେ କଡା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ପାଇଁ ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ  । ସକାଳୁ ଆରମ୍ଭ ହୋଇଛି ଯଜ୍ଞ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଅଙ୍କୁର ପୂଜନ, ମଣ୍ଡଳ ସ୍ଥାପନ ହୋଇସାରିଥିବା ବେଳେ  ୩ଦିନ ଧରି ଚାଲିବ ଯଜ୍ଞ ।…

ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି

ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି ।  ପୁରୀରୁ କାଶୀ,ବାରାଣାସୀ ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଭକ୍ତମାନେ ନଦୀରେ ସ୍ନାନ କରୁଛନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ପର୍ବ ଅର୍ଥାତ୍ ମାକର ସଂକ୍ରାନ୍ତି ଦେଶରେ ବହୁ ଆଡମ୍ବର ସହ ପାଳନ କରାଯାଉଛି। ପ୍ରବଳ ଥଣ୍ଡା ସମୟରେ ମଧ୍ୟ ଭକ୍ତମାନେ ଦେଶର…

ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ଆଜିଠୁ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ଶାସନ । ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଉଗ୍ରସେନକୁ ଗାଦିଚ୍ୟୁତ କରି ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ୧୧ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ…

କାଲିଠୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା

ବରଗଡ଼: ସୋମବାରଠାରୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା । କାଲିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସରକାରୀ ଛୁଟି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ  ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର  ନାଥ ଓ…

ପରିକ୍ରମା ଲୋକାର୍ପଣ: ଆଜି ତୋରଣ ଓ ଧ୍ବଜା ସ୍ଥାପନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା ।  ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବା ପାଇଁ ସକାଳୁ ରୀତିନୀତି ଅନୁଯାୟୀ ପୂଜା ଚାଲିଛି । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥିପାଇଁ ପୁରୀ ଏବେ…

କଡ଼ା ସୁରକ୍ଷାରେ ଅଯୋଧ୍ୟା: କ୍ୟାମେରା ଲେନ୍ସରେ ଅଯୋଧ୍ୟା

ଅଯୋଧ୍ୟା: ଆଉ ଏକ ସପ୍ତାହ ରହିଲା ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ରହିଲା ୧୧ ଦିନ। ତା’ପୂର୍ବରୁ ଅରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାପାଠ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ…