Browsing Category

Culture

ପୂଜା ପୂର୍ବରୁ ଛିନଛତର ହେଲା ରସୁଲଗଡର ୩୦ଫୁଟ ଉଚ୍ଚର ତୋରଣ

ପାଖେଇ ଆସୁଛି  ଦୁର୍ଗାପୂଜା  ।  ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜା ରାତିଦିନ ଚାଲିଛି ।  ତେବେ  ରବିବାର ଅପରାହ୍ନରେ ଭୁବନେଶ୍ୱର, ରସୁଲଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ…

ନବରାତ୍ରୀରେ ଉପବାସ କରୁଛନ୍ତି କି?

ଆଜି ନବରାତ୍ରିର ପ୍ରଥମ ଦିନରେ ଅନେକ ଲୋକ ଉପବାସ କରୁଥିବାବେଳେ କିଛି ଲୋକ ମାତା ରାଣୀଙ୍କୁ ଖୁସି କରିବା ପାଇଁ ନଅ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି । ପୂଜା, ବ୍ରତ ଇତ୍ୟାଦି ଛାଡିଦେଲେ ଆପଣ କେବେ କୌଣସି ମଣିଷକୁ ଭୋକରେ ରହିବାର ଦେଖି ନଥିବେ । କିନ୍ତୁ ଉପବାସରେ ରହିବା ଦ୍ଵାରା ଏହା…

ପୁରୀରେ ହବିଷ୍ୟାଳୀଙ୍କୁ ମିଳିବ ସବୁ ସୁବିଧା

ପୁରୀ: ଏଥର ପୁରୀକୁ ଯଦି ଆପଣଙ୍କ ପରିବାରର କେହି ହବିଷ୍ୟାଳି ଯିବା ପାଇଁ ଚାହୁଁଛନ୍ତି ତେବେ ସରକାରୀ ଓ୍ବେବସାଇଟରେ ଆବେଦନ କରିବାକୁ ପଡ଼ିବ । ସମସ୍ତ  ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ…

ତିରୁପତି ମନ୍ଦିର ଲଡୁ ବିବାଦ

ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାରୁ ଜଣାପଡିଛି, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ…

ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ

ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ମିଳିବା ପରେ ପାର୍ବଣର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏଣିକି କଟକ ସହରରେ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ସମ୍ବଲପୁର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଆଜି ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ ସମଲେଶ୍ବରୀଙ୍କୁ…

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶରେ ଭୋର ସମୟରୁ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆମ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ…

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ସମ୍ବଲପୁରର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।ମାଁ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ…

ଆଜି ମହାଳୟା ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପୁରୀ, ଭୁବନେଶ୍ବର, ଯାଜପୁର ଆଦି ବିଭିନ୍ନ ସ୍ଥାନରେ ପିତୃପକ୍ଷ ପିଣ୍ଡଦାନ କରାଯାଇଛି। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ  ଅବସରରେ ଯାଜପୁରର ନାଭିଗୟା ଠାରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି  ପିଣ୍ଡଦାନ…

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ଭକ୍ତଙ୍କୁ ଧଵଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି  । ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମାଆ ସମଲେଶ୍ୱରୀ କେବଳ ମହାଳୟାରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି ।  ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା…