Browsing Category

Culture

ଆଜି ଛଟ୍ ପୂଜାର ଶେଷ ଦିନ

ଆଜି ଛଟ୍ ପୂଜାର ଶେଷ ଦିନ, ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି  । ଆସ୍ଥା ଓ ବିଶ୍ୱାସର ପର୍ବ ଛଟ୍ ଏବର୍ଷ ଚାରି ଦିନ ପାଳନ ହେଉଥିବା ବେଳେ ଆଜି ଏହାର ଶେଷ ଦିନ ।…

14 ତାରିଖ ଭିତରେ ଦାଖଲେ କରିବେ ପାଣ୍ଡୁଲିପି

ଚଳିତବର୍ଷ ବିଭିନ୍ନ ପର୍ବପର୍ବାଣିକୁ ନେଇ ତିଥି, ନକ୍ଷତ୍ରରେ ଅନେକ ତ୍ରୁଟି ଦେଖାଦେବା ପରେ ୨୦୨୫-୨୬ ବର୍ଷରେ ପ୍ରକାଶ ପାଇବାକୁ ଥିବା ପାଞ୍ଜିରେ ସମାନତା ଆଣିବାକୁ ରାଜ୍ୟର ସମସ୍ତ ପାଞ୍ଜିକାରମାନଙ୍କୁ ପୁଣିଥରେ(ରିମାଇଣ୍ଡର) ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପାଞ୍ଜିକାରମାନଙ୍କୁ…

ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ଗଜପତି ମହାରାଜା

ଆମେରିକାରେ ଅଦିନିଆ ରଥଯାତ୍ରାକୁ ବିରୋଧ କରିଛନ୍ତି ଗଜପତି ମହାରାଜା ।  ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଅଦିନିଆ ରଥଯାତ୍ରା କରି ଶ୍ରୀ ଜଗନ୍ନାଥଙ୍କୁ ଉପହାସ…

ଶ୍ରୀମନ୍ଦିରରେ ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ବିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି ଓ ହର ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର…

‘ନରସିଂହ ବାରାହି ବ୍ରିଗେଡ’ କାହିଁକି ଲଞ୍ଚ କଲେ ପଓ୍ବନ କଲ୍ୟାଣ!

ଦକ୍ଷିଣରେ ସନାତନ ଧର୍ମ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପଓ୍ବନ କଲ୍ୟାଣ । ଏଥିପାଇଁ ସେ ଯୁବବାହିନୀ ଗଠନ କରିଛନ୍ତି ।  ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ…

ବାବା କେଦାରନାଥ ମନ୍ଦିରର କବାଟ କେତେଦିନ ବନ୍ଦ ରହିବ ଜାଣିନିଅନ୍ତୁ

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯଦି ପ୍ଲାନ କରିଛନ୍ତି ତେବେ ଅପେକ୍ଷା କରନ୍ତୁ । ଶୀତ ଆରମ୍ଭ ହୋଇଥିବାରୁ ମନ୍ଦିର ଗର୍ଭଗୃହ କବାଟ ବନ୍ଦ ରହିଛି । ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବରଫ ପଡ଼ିବା ଆରମ୍ଭ ହେଲାଣି । ଶୀତ ଦିନ ଆରମ୍ଭ ସହ ବରଫ ପାତ ହେଉଥିବାରୁ ବାବା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ

ପୁରୀ ସହରରେ ଘନ କୁହୁଡ଼ିର ଆସ୍ତରଣ ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ଼ । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି। କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ…

ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି…

ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି

ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।  ଅବକାରୀ ନୀତିରେ ବଡ ପରିବର୍ତ୍ତନ କରାଯାଇଛି । ଏଣିକି ଡାନ୍ସ ବାରରେ ନୃତ୍ୟ କରିପାରିବେନି ବାରଗାର୍ଲ୍ । ଅର୍କେଷ୍ଟ୍ରା ପରିବେଷଣ କରାଯାଇପାରିବ । ବାରରେ କୌଣସି ବାର ଗାର୍ଲ୍ସ ନୃତ୍ୟ ପରିବେଷଣ…

ଦୀପାବଳିରେ ୨୮ଲକ୍ଷ ଦୀପରେ ଝଲସିଉଠିବ ଅଯୋଧ୍ଯା

ଦୀପାବଳି ପାଇଁ ଉତ୍ସବ ମୁଖବର ସାରା ଭାରତ |ଏଥର ଅଯୋଧ୍ୟା ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ, ଯାହାର ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ସେପଟେ ମଙ୍ଗଳବାର ନେଇ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇ କହିଛନ୍ତି, ଏଥର ଦୀପାବଳି ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ…