Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Culture
4 ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ
ଚିତାଲାଗି ଅମାବାସ୍ୟା ପାଇଁ 4 ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ । ଅପରାହ୍ନ 2 ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।
ଅର୍ପଣ ଚାଉଳର ସଦୁପଯୋଗ କରାଯିବ
ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଖୁବ୍ ଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଆସିବ ତାକୁ ସରକାର ଗ୍ରହଣ କରିବେ।ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ…
ଆଜି ସମ୍ୱଲପୁରୀ ଦିବସ
ଆଜି ସମ୍ୱଲପୁରୀ ଦିବସ । ସମ୍ୱଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ପହିଲାକୁ ରାଜ୍ୟ ତଥା ଦେଶ ବିଦେଶରେ ସମ୍ୱଲପୁରୀ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛାଇଁଯିବ ସମ୍ୱଲପୁରୀ ସଂସ୍କୃତିର ଝଲକ । ସମ୍ୱଲପୁରୀ ଦିନ ମଞ୍ଚରୁ ଆରମ୍ଭ କରି ସୋସିଆଲ…
ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ
ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ…
ମା’ ସମଲେଶ୍ବରୀ ମନ୍ଦିର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି
ସମଲେଇ ପ୍ରକଳ୍ପ ପାଇଁ ନିର୍ବାଚନରେ ଫାଇଦା ମିଳିବ ବୋଲି ଆଶା ରଖିଥିଲେ ତତ୍କାଳୀନ ବିଜେଡି ସରକାର। ସେଥିପାଇଁ ଅତ୍ୟନ୍ତ ତରବରିଆ ଭାବେ ଗତ ୨୭ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଗଲା। ୨୯୩ କୋଟି ଟଙ୍କାର ଏହି ପ୍ରକଳ୍ପ…
ଶ୍ରୀମନ୍ଦିରରେ ଗଢ଼ାହେବ ନୂଆ କିମିଟି
ଶ୍ରୀମନ୍ଦିର ପରିଚାଳନା ଏବଂ ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଆଣିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ହଣ କରିଛନ୍ତି । ଏଥିରେ ମନ୍ଦିର କମିଟିରେ ପରିବର୍ତ୍ତନ ହୋଇ ନୂଆ କମିଟି ଗଠନ ହେବ । କମିଟି ଗଠନ ପୂର୍ବରୁ ସଦସ୍ୟଙ୍କ ନାଁ ମନୋନୟନ ବେଳେ ସ୍ବଚ୍ଛତା ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ…
ରଘୁନାଥ ବେଶରୁ ବଞ୍ଚିତ ମହାପ୍ରଭୁ
ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅନନ୍ୟ ଓ ଅଭିନ୍ନ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ। ଇତିମଧ୍ୟରେ ଅନେକ ଥର ଏହି ତିଥି ଗଲାଣି। କିନ୍ତୁ ୧୧୯ ବର୍ଷ ହେବ ଏହି ଦୁର୍ଲଭ ବେଶ ଦର୍ଶନରୁ…
ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର
ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ,…
ଶ୍ରାବଣ ମାସରେ ଦାନର ମହତ୍ୱ
ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି ସେତିକି ମହତ୍ତ୍ୱ ଦାନର ବି ରହିଛି । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ…
୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ – ଯୋଡ଼ି ହେଲା ୭ଟି ନୂଆ ସ୍ଥାନ
ୟୁନେସ୍କୋ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ ସାମିଲ କରିଛି। ଜାପାନର ସାଡୋ ଦ୍ୱୀପ ଗୋଲ୍ଡ ମାଇନ୍ସ, ଚୀନର ବେଜିଂ ସେଣ୍ଟ୍ରାଲ ଆକ୍ସିସ୍, ଥାଇଲାଣ୍ଡର ଫୁ ଫ୍ରାବାଟ ହିଷ୍ଟ୍ରିକାଲ ପାର୍କ,…