Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Culture
ମା’ ସମଲେଶ୍ବରୀ ମନ୍ଦିର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି
ସମଲେଇ ପ୍ରକଳ୍ପ ପାଇଁ ନିର୍ବାଚନରେ ଫାଇଦା ମିଳିବ ବୋଲି ଆଶା ରଖିଥିଲେ ତତ୍କାଳୀନ ବିଜେଡି ସରକାର। ସେଥିପାଇଁ ଅତ୍ୟନ୍ତ ତରବରିଆ ଭାବେ ଗତ ୨୭ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଗଲା। ୨୯୩ କୋଟି ଟଙ୍କାର ଏହି ପ୍ରକଳ୍ପ…
ଶ୍ରୀମନ୍ଦିରରେ ଗଢ଼ାହେବ ନୂଆ କିମିଟି
ଶ୍ରୀମନ୍ଦିର ପରିଚାଳନା ଏବଂ ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଆଣିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ହଣ କରିଛନ୍ତି । ଏଥିରେ ମନ୍ଦିର କମିଟିରେ ପରିବର୍ତ୍ତନ ହୋଇ ନୂଆ କମିଟି ଗଠନ ହେବ । କମିଟି ଗଠନ ପୂର୍ବରୁ ସଦସ୍ୟଙ୍କ ନାଁ ମନୋନୟନ ବେଳେ ସ୍ବଚ୍ଛତା ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ…
ରଘୁନାଥ ବେଶରୁ ବଞ୍ଚିତ ମହାପ୍ରଭୁ
ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅନନ୍ୟ ଓ ଅଭିନ୍ନ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ। ଇତିମଧ୍ୟରେ ଅନେକ ଥର ଏହି ତିଥି ଗଲାଣି। କିନ୍ତୁ ୧୧୯ ବର୍ଷ ହେବ ଏହି ଦୁର୍ଲଭ ବେଶ ଦର୍ଶନରୁ…
ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର
ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ,…
ଶ୍ରାବଣ ମାସରେ ଦାନର ମହତ୍ୱ
ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି ସେତିକି ମହତ୍ତ୍ୱ ଦାନର ବି ରହିଛି । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ…
୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ – ଯୋଡ଼ି ହେଲା ୭ଟି ନୂଆ ସ୍ଥାନ
ୟୁନେସ୍କୋ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ ସାମିଲ କରିଛି। ଜାପାନର ସାଡୋ ଦ୍ୱୀପ ଗୋଲ୍ଡ ମାଇନ୍ସ, ଚୀନର ବେଜିଂ ସେଣ୍ଟ୍ରାଲ ଆକ୍ସିସ୍, ଥାଇଲାଣ୍ଡର ଫୁ ଫ୍ରାବାଟ ହିଷ୍ଟ୍ରିକାଲ ପାର୍କ,…
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ବାରମ୍ବାର ଭାଇରାଲ୍ ,ପୋଲିସର କଟକଣା କେବଳ ଲୋକ ଦେଖାଣିଆ
ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା, ପଶୁଛି ମାଳ ମାଳ ମୋବାଇଲ। ପୋଲିସର କଟକଣା କେବଳ ଲୋକ ଦେଖାଣିଆ ହୋଇଥିବା ବେଳେ ଅମାନିଆଙ୍କୁ ସାହସ ଦେଉଛି କୋହଳ ଆଇନ ବ୍ୟବସ୍ଥା। ଫଳରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ବାରମ୍ବାର ଭାଇରାଲ୍ ହେବାରେ ଲାଗିଛି। ନିକଟରେ ବି ଏଭଳି କିଛି ଘଟଣା…
ଶ୍ରାବଣରେ ରୁଦ୍ରାଭିଷେକ
ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ…
କାହିଁକି ଯାଆନ୍ତି ବୋଲବମ ଯାତ୍ରା?
ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବାକୁ କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଉଛନ୍ତି । ଗେରୁଆ ବସ୍ତ୍ର ପିନ୍ଧି ବର୍ଷା ଏବଂ ଖରାକୁ ଖାତିର ନକରି ଖାଲି ପାଦରେ କାନ୍ଧରେ ବାହୁଙ୍ଗି ଧରି ଶିବ ମନ୍ଦିରରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ହାତରେ…
ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୯୯ ଲକ୍ଷ ୧୫ ହଜାର ଟଙ୍କା
ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଛି ୯୯ ଲକ୍ଷ ୧୫ ହଜାର ଟଙ୍କା। ଟଙ୍କା ସମେତ ୫୩ ଗ୍ରାମ ସୁନା ଏବଂ ୨୩୯୨ ଗ୍ରାମ ରୁପା ଅଳଙ୍କାର ମଧ୍ୟ ହୁଣ୍ଡିରୁ ବାହାରିଛି। ଶ୍ରଦ୍ଧାଳୁମାନେ ଏହି ଟଙ୍କା ଏବଂ ଅଳଙ୍କାର ମନ୍ଦିରକୁ ଦାନ ଦେଇଛନ୍ତି। ଏହା ସହିତ…