Browsing Category

Culture

ଆଜି ମଧ୍ୟରାତ୍ରରେ ଆରମ୍ଭ ହେବ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା

ଆଜି ମଧ୍ୟରାତ୍ରରେ ଆରମ୍ଭ ହେବ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା । ଆଉ କିଛି ସମୟ ପରେ ପାରମ୍ପାରିକ ଧେଣ୍ଡୁରା ବାଦ୍ୟ ମାଧ୍ୟମରେ ସହରବାସୀଙ୍କୁ ଯାତ୍ରା ସମ୍ପର୍କରେ ଅବଗତ କରାଯିବ । ସେପଟେ ମା'ଙ୍କ ଅସ୍ଥାୟୀ ପୀଠକୁ ମଧ୍ୟ ସଜ୍ଜିତ କରାଯାଉଛି । ବିଭିନ୍ନ ପ୍ରକାରର ଫୁଲରେ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ।  ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ   ଦର୍ଶନ ବନ୍ଦ ହେବ ।  ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଲାଗିବ ।  ଏହାପରେ ଆପାତତଃ ଅପରାହ୍ନ  ୫ଟାରୁ ରାତି…

ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ ଆରମ୍ଭ

ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ ଆରମ୍ଭ ହୋଇଛି । କୌଳିକ ରିତିନୀତି ଅନୁଯାୟୀ ଧ୍ବଜ ବାଉଁଶ ବା ପଡ଼ା ବାଉଁଶ ଛେଦନ କରାଯାଇ ଏହି ପର୍ବର ଶୁଭାରମ୍ଭ ହୋଇଛି। ଏଥିପାଇଁ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରରୁ ଏକ ଆଜ୍ଞାମାଳ ନେଇ ବାଦ୍ୟଯନ୍ତ୍ର ବଜାଇ ବିରାଟ…

ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା

ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଓ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ…

ଆଜି ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଅନୁଷ୍ଠିତ ହେବ

ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ

ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ…

ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

 ପୁରୀରେ ଏବେ ସରିବ ନାହିଁ ଭକ୍ତଙ୍କ ଯନ୍ତ୍ରଣା । ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ । ଗତ…

ସମଲେଇ ମନ୍ଦିରରେ ପଲିଥିନ ବନ୍ଦ

ସମଲେଇ ମନ୍ଦିରରେ ପଲିଥିନ ବନ୍ଦ । ପଲିଥିନ୍‌ ନେଇ ଶ୍ରଦ୍ଧାଳୁ କିମ୍ବା କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପାରିବେନି ବୋଲି କହିଛି ମନ୍ଦିର ପ୍ରଶାସନ । ମନ୍ଦିରରେ ପ୍ରଦୂଷଣ ରୋକିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଭୋଗ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଯେମିତି ଶ୍ରଦ୍ଧାଳୁଙ୍କୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବାରୁ ହେଲା ମହାସ୍ନାନ ।  ସୂଚନା ଅନୁସାରେ,  ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ…

ଜମୁଛି ହରିରାଜପୁର ପଂଚୁ ଦୋଳ ମେଲଣ

ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଂଚୁ ଦୋଳ ମେଲଣ । ୨୦୦ ବର୍ଷର ପୂରୁଣା ପରମ୍ପରା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରରେ ପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠ । ସୋମନାଥଙ୍କ ଦର୍ଶନ କରିବା ସହ ମେଳନ ଦେଖି ମଜା ନେଉଛନ୍ତି ଲୋକ । ମେଳନ ପଡ଼ିଆରେ ୮୫ଟି ବିମାନ ମଣ୍ଡପ…