Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Culture
୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଗୁପ୍ତ ନୀତି। ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫…
ସରିଲା ଐତିହାସିକ ବାଲିଯାତ୍ରା
ଐତିହାସିକ ବାଲିଯାତ୍ରାରେ ଶନିବାର ଶେଷ ଦିବସରେ ଜନ ସମାଗମ ହେବା ନେଇ ଢେର ଆଗରୁ ବାରି ହୋଇପଡ଼ୁଥିଲା। ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ଯାଇଥିଲେ। ଏପରି ସ୍ଥିତି ହୋଇଥିଲା ଯେ, ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ଅଟକାଇ ରଖିବାକୁ ପୁଲିସ ବାଧ୍ୟ ହୋଇଥିଲା।…
ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍
ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ । ଓଡ଼ିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଚଳିତ ଓଡ଼ିଶା ପର୍ବକୁ କରିବ ଗରିମାମୟ। ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭାର ପ୍ରଦର୍ଶନ ସହ ଜମିବ ଓଡ଼ିଆ ଖାଦ୍ୟର…
କାଳିଆ ଦିଅଁ ହେବେ ପୋଢ଼ୁଆଁ , ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିବ ଅଷ୍ଟମୀ ଭାର
କାଳିଆ ଦିଅଁ ହେବେ ପୋଢ଼ୁଆଁ । ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ଓ ନବବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ…
ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ
ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସମୟ କଟକଣା ଯୋଗୁଁ ଗତ କାଲି ଅସୀମା…
ମୋ ପୁଅ ଠାକୁର ବୋଲି କେବେ କହିନାହିଁ
ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା।ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ…
ହାତ ଯୋଡ଼ି ଭୁଲ ମାଗିଲେ ବୈକୁଣ୍ଠ ଆଶ୍ରମ ମୁଖ୍ୟ ଟ୍ରଷ୍ଟି
ଆଶ୍ରମରେ ତୁଳସୀ ପାଦରେ ନୁହେଁ ପ୍ରଭୁଙ୍କ ମୁଣ୍ଡରେ ଦିଆ ଯାଇଥାଏ । ଯିଏବି ତୁଳସୀ ପାଦରେ ଦେଇଛି ସେଥିପାଇଁ ଗଣମାଧ୍ୟମ ଆଗରେ ହାତ ଯୋଡି କ୍ଷମା ମାଗିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡଵ ପରିଡା। ଖଣ୍ଡଗିରି କୁନି ସାରଥି ପାଦରେ ପବିତ୍ର ତୁଳସୀ ରଖିବା ଘଟଣା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…
ହଟିଲା କଟକଣା ,ଖୋଲିଲା ଶ୍ରୀମନ୍ଦିରର ଚାରିଦ୍ବାର
ହଟିଲା କାର୍ତ୍ତିକ କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରିବେ ଭକ୍ତ । ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରା ଦେଇ ଭକ୍ତ ବାହାରକୁ ବାହାରିପାରିବେ । ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ…
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା , ଆ- କା- ମା – ବୈ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସକାଳୁ ସକାଳୁ ଡଙ୍ଗାଭସାଇଛନ୍ତି ଓଡ଼ିଶାବାସୀ । ବଡ଼ି ଭୋରରୁ ଏଥିପାଇଁ ଚଳଚଂଚଳ ହୋଇଉଠିଛି ସାରା ଓଡ଼ିଶା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ମହାନଦୀ, କାଠଯୋଡି, ଭୁବନେଶ୍ୱର…
ଆଜିଠୁ କଟକ ବାଲିଯାତ୍ରା
କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ବାଲିଯାତ୍ରାର…