Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Culture
୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨ ଓ ୩ ତାରିଖରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୫ ଓ ୬ ତାରିଖରେ ବନ୍ଦ ରହିବ ମରାମତି କାର୍ଯ୍ୟ। ଶ୍ରୀପଞ୍ଚମୀ ତଥା ବନକଲାଗି ବିଶେଷ ନୀତିକୁ ନଜରରେ ରଖି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଦିନ…
ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି
ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି । ଚଳିତ…
ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ପରିକ୍ରମା ମାର୍ଗ ଉପରଭାଗରେ ପଇଁତରା ମାରିଲା ଡ୍ରୋନ୍
ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଆଜି ପୁଣିଥରେ ଉଡ଼ିଛି ଡ୍ରୋନ୍। ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ପରିକ୍ରମା ମାର୍ଗ ଉପରଭାଗରେ ପଇଁତରା ମାରିଛି ଏହି ଡ୍ରୋନ୍। ପୁଲିସ ଏହା ଦେଖିଥିଲେ ବି ଅସହାୟତା ପ୍ରକାଶ କରିଛି। ଏହାକୁ ଧରିବା ଓ ଠାବ କରିବା ପାଇଁ କୌଣସି…
ମହାକୁମ୍ଭରେ ଦଳଚକଟାରେ ୧୦ରୁ ଉର୍ଦ୍ଧ ମୃତ୍ୟୁ, ଶତାଧିକ ଆହତ
ଆଜି ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭମେଳାର ସଙ୍ଗମ ସ୍ଥଳରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ ଜଣଙ୍କ ମୃତୁଦେହ ଏପର୍ଯ୍ୟନ୍ତ ମିଳିଥିବା ଅନୁମାନ କରାଯାଉଛି, କିନ୍ତୁ ଆହୁରି ମୃତ୍ୟୁ ଆଶଙ୍କା କରାଯାଉଛି |ଅନେକ ଭକ୍ତ ଆହତ…
ଆଜି ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଯିବ ରଥକାଠ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିବ ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପୂଜାର୍ଚ୍ଚନା ପରେ ମହାବୀର କ୍ଷେତ୍ର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ଡ କାଠ ପଠାଯିବ। ସେଥିମଧ୍ୟରୁ ୪୮ ଖଣ୍ଡ ଅସନ ଏବଂ ୫୮…
ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମନୋଜ ଆହୁଜା
ଖବର ବାଜିଲା, ଚିଠି ବଦଳିଲା। ପୂର୍ବ ଚିଠିକୁ ସଂଶୋଧନ କଲେ ରାଜ୍ୟ ସରକାର। ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲା। ହେଲେ…
ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ଓ ଭିଡିଓ ଉତ୍ତୋଳନ ଘଟଣା, ତଦନ୍ତ ଆରମ୍ଭ କଲା ପୁଲିସ
ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ଓ ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ନିଷେଧ ଥିଲେ ହେଁ ଗତ ୧୨ ତାରିଖରେ ଗୌରବ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ସାଇଟ୍ରେ ଏହାକୁ ସେୟାର କରି ଭାଇରାଲ୍ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ପୁରୀ…
ହୁଣ୍ଡି ସ୍ଥାନାନ୍ତର ପରେ ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ
ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ତାରିଖ ପୁନର୍ବାର ଘୁଞ୍ଚିବାକୁ ନେଇ ଚର୍ଚା ଜୋର ଧରିଛି ।
ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଜରୁରୀ।…
ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି
ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ…
ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି , ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ…
ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ସମସ୍ତ ନିଯୋଗ ଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରିବେ । ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ…