Browsing Category

Culture

ଆଜି ପହିଲି ରଜ ,ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ

ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର  । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ…

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି। ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇସେବକମାନେ ମିଶି ତିନି ରଥରେ ଚଉଦ ନାହାକା ବୁଲାଇଥିଲେ। ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ ପଡ଼ିଛି। ରଥ…

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ, ଭକ୍ତମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ ହେବ। ଏହି ସମୟରେ ଜଗନ୍ନାଥପ୍ରେମୀ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥଙ୍କ ପୀଠ। ଶ୍ରୀଜିଉଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ…

ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ

ଅପେକ୍ଷା କରିଥିଲେ ସ୍ନାନବେଦି । ଅପେକ୍ଷା କରିଥିଲେ ଅଗଣିତ ଭକ୍ତ । ଉତ୍କଣ୍ଠାରେ ଉଚ୍ଛୁଳି ପଡୁଥିଲା ବଡ଼ଦାଣ୍ଡ । କେତେବେଳେ ଆସିବେ କାଳିଆ ସାଆନ୍ତ । ନେତ୍ର ପବିତ୍ର ହେବ, ଆତ୍ମା- ପରମାତ୍ମାଙ୍କ ମିଳନ ହେବ । ଶେଷରେ ଆସିଲା ସେହି ମାହେନ୍ଦ୍ର ମୁହୂର୍ତ୍ତ । ପ୍ରତ୍ୟୁଷରେ ଶ୍ରୀମନ୍ଦିରରେ…

ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ

ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ। ଆସନ୍ତାକାଲି (ଜୁନ ୧୨)ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ନୀତି, ମଙ୍ଗଳା ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀଲାଗି, ଗୋପାଳବଲ୍ଲଭ, ସୂର୍ଯ୍ୟପୂଜା, ରୋଷହୋମ ନୀତି ଅନୁଷ୍ଠିତ ହେବ।…

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ ପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର, ଲୋକାରଣ୍ୟ…

ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ

ଆଜି ରଥଯାତ୍ରା ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ରଥଯାତ୍ରା ସୁରକ୍ଷାରେ ଯେପରି କୌଣସି ତ୍ରୁଟି ହେବନି, ସେଥିନେଇ ଏଥିରେ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି…

ଶ୍ରୀମନ୍ଦିର ପରିସରରେ ଅଘଟଣ,ରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ

ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ରବିବାର ଥିବାରୁ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବକୁଳ ବନରୁ ଗଲା ବଉଲ କାଠ

 ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ବାହୁଟ ଲାଗି ଶ୍ରୀକ୍ଷେତ୍ର ଯାଇଛି ବଉଳକାଠ । ସତ୍ୟବାଦୀର ବକୁଳବନ ସ୍ଥିତ ସତ୍ୟବାଦୀ ବାଳିକା ଉଚ୍ଚବିଦ୍ୟାଳୟର ପରିସରରେ ଥିବା ବଉଳ ଗଛକୁ କଟାଯାଇ ଶଗଡ଼ରେ ମେଲାଣି ଦିଆଯାଇଛି । ଭୋଇ ସେବାୟତ ହିଁ କୁରାଢି ସାହାଯ୍ୟରେ ବୃକ୍ଷ ଚ୍ଛେଦନ କରିଛନ୍ତି…

ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ

ସପ୍ତାହକ ପରେ ଓଡ଼ିଶାର ଗଣପର୍ବ ରଜ । ଏଥର ରଜକୁ ମନଭରି ଉପଭୋଗ କରିବେ ଓଡ଼ିଶାବାସୀ । କାରଣ ଏଥର ରଜରେ ତାତି କମିବ, ବର୍ଷା ବଢିବ । ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ। କୋହଲା ପାଗରେ ଜମିବ କବାଡି ଓ ଦୋଳି ଖେଳ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ…