Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Culture
ହରହର ମହାଦୀପ ଧ୍ୱନୀରେ କମ୍ପିଲା ଲିଙ୍ଗରାଜଙ୍କ ମନ୍ଦିର ,ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ
ହରହର ମହାଦୀପ ଧ୍ୱନୀରେ କମ୍ପିଲା ଲିଙ୍ଗରାଜଙ୍କ ମନ୍ଦିର ,ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ
କଟକଣା ଭିତରେ ଉଠିବ ମହାଦୀପ
ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ମହାଶିବ ରାତ୍ରି ପାଇଁ ଭୋର ୩ଟାରୁ ସାଢେ ୩ଟା ଯାଏ ଲିଙ୍ଗରାଜ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢେ ୩ଟାରୁ ଠାରୁ ସକାଳ ୫ଟା ଯାଏ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ!-->!-->!-->…
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର!-->!-->!-->…
ରାମ ସେତୁର ଭାସମାନ ପଥରରେ ନିର୍ମାଣ ହେବ ଘର ଓ ବିଜ୍ର
ମେଟ୍ରୋ ଟିଭି ଓଡିଶା,୯/୨ : ଉଜ୍ଜୟିନୀର ବିକ୍ରମ ବିଶ୍ୱବିଦ୍ୟାଳୟ ନିକଟରେ ରାମ ଚରିତ ମାନସ ବିଜ୍ଞାନ ନାମରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିଛି । ଅନୁସନ୍ଧାନରେ କୁହାଯାଇଛି ତାହା ଉପରେ ଗବେଷଣା କରାଯିବ। ରାମ ସେତୁ ପଥର ଉପରେ ଚାଲିଛି ଗବେଷଣା । ଯଦି ସେହି ପଥର ଗୁଡିକର ଗଠନ!-->!-->!-->…
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ
ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ ।
ସୂଚନା!-->!-->!-->!-->!-->!-->!-->…
ଆଜି ଶ୍ରୀପଞ୍ଚମୀ
ମେଟ୍ରୋ ଟିଭି ଓଡିଶା,୪/୨ : ଆଜି ଶ୍ରୀପଞ୍ଚମୀ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଛି । ସୀମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ହେବ । କୋଭିଡ ନିୟମ ପାଳନ କରି ଏମାନେ ପୂଜାରେ ସାମିଲ ହେବେ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦଦେଲେ!-->…
ଶ୍ରୀମନ୍ଦିରରେ ମିଳିବ ଦର୍ଶନ,ଆଜି ପଦ୍ମ ବେଶ ଶ୍ରଦ୍ଧାଳୁଙ୍କ ମନ ଚଳଚଞ୍ଚଳ
ମେଟ୍ରୋ ଟିଭି ଓଡିଶା,୨/୨ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ!-->…
ଜଗନ୍ନାଥଙ୍କର କ୍ଷୁଦ୍ରତମ ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ରେକର୍ଡସରେ ଶୁବ୍ରଜିତ ପଣ୍ଡା
ମେଟ୍ରୋ ଟିଭି ଓଡିଶା,୩୦/୧ : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି!-->!-->!-->…