Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ଓଡ଼ିଶାରେ ସହରାଞ୍ଚଳ ବେକାରି ହାର ୭.୬%
ସହରାଞ୍ଚଳରେ ରହୁଥିବା ଯୁବବର୍ଗଙ୍କୁ ସେମାନଙ୍କ ମନଲାଖି କାମ ମିଳୁନି। ସେଥିପାଇଁ ଅଧିକାଂଶ ପିଲା ଚାକିରି କରିବା ବଦଳରେ ବେକାର ହୋଇ ବସିବାକୁ ପସନ୍ଦ ଅଧିକ କରୁଛନ୍ତି। ବୋଧହୁଏ ସେଥିପାଇଁ ଓଡ଼ିଶାର ସହରାଞ୍ଚଳରେ ଥିବା ୧୫-୨୯ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ବେକାରି ସ୍ଥିତି ଅତ୍ୟନ୍ତ…
ଭାରତକୁ ଅଳିଆ ଗଦା କରିବ ଚୀନ୍
ଆମେରିକାର ଜୋ ବାଇଡେନ୍ ସରକାର ଚୀନ୍ର ବିଭିନ୍ନ ସାମଗ୍ରୀ ଉପରେ ଟିକସ ବଢ଼ାଇବା ପରେ ଭାରତ ପ୍ରତି ବିପଦ ସୃଷ୍ଟି ହୋଇଛି। ଚୀନ୍ ଉତ୍ପାଦନ କରୁଥିବା ଶସ୍ତା ଜିନିଷଗୁଡ଼ିକୁ ଭାରତ ପଠାଇବ। ଏକ ଅଳିଆ ଗଦା ଭାବେ ତାହା ଭାରତକୁ ବ୍ୟବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି।ଗ୍ଲୋବାଲ୍ ଟ୍ରେଡ୍…
ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ କାରଖାନା କରିବ
ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି…
ଖୁଚୁରା ମୁଦ୍ରାସ୍ଫୀତି ଓଡ଼ିଶା ଦେଶରେ ସର୍ବାଧିକ
ଚଳିତ ବର୍ଷ ଏପ୍ରିଲ୍ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି। ଦେଶର ସବୁ ରାଜ୍ୟ ତୁଳନାରେ ଓଡ଼ିଶାର ମୁଦ୍ରାସ୍ଫୀତି ସର୍ବାଧିକ ରହିଛି। ବିଶେଷଜ୍ଞମାନଙ୍କ ମତରେ ବହୁ ସାମଗ୍ରୀ ଲାଗି ଓଡ଼ିଶା ଅନ୍ୟ ଉପରେ…
ଲାଭ ଖାଉଛନ୍ତି ତେଲ କମ୍ପାନି
ଆନ୍ତର୍ଜାତିକ ବଜାରରେ ତେଲ ଦରରେ ହେଉଥିବା ହ୍ରାସର ଲାଭରୁ ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିବା ସରକାରୀ ତେଲ କମ୍ପାନିଗୁଡ଼ିକୁ ରେକର୍ଡ ଲାଭ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତିନି ତେଲ କମ୍ପାନି ୮୧,୦୦୦ କୋଟି ଟଙ୍କା ଲାଭ କରିଛନ୍ତି। ୨୦୨୨-୨୩ରେ ସେମାନଙ୍କ ମିଳିତ ବାର୍ଷିକ ଲାଭ…
ମାଇକ୍ରୋସଫ୍ଟକୁ ବଡ଼ ଝଟକା
ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କୋର୍ଟାନା ପେଟେଣ୍ଟ ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଲାୱେର୍ ଫେଡେରାଲ୍ କୋର୍ଟର ଖଣ୍ଡପୀଠ ମାଇକ୍ରୋସଫ୍ଟକୁ ଏହାର ଭର୍ଚୁଆଲ୍ ଆସିଷ୍ଟାଣ୍ଟ କୋର୍ଟାନା ବ୍ୟବହାର ଉପରେ ପେଟେଣ୍ଟ ମାଲିକ ଆଇପିଏ ଟେକ୍ନୋଲୋଜିକୁ ୨୪ କୋଟି ଡଲାର୍ ଦେବାକୁ…
ଶେୟାର ବଜାର କାରବାରରେ ହ୍ରାସ
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇରେ ପଞ୍ଜୀକୃତ ଷ୍ଟକ୍ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।ଉଲ୍ଲେଖଯୋଗ୍ୟ, ଷ୍ଟକ୍ ବଜାରର ସୂଚନା ଅନୁଯାୟୀ,…
ଏପିଏସ୍ଇଜେଡ୍ର ଆର୍ଥିକ ଫଳାଫଳ
ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍ ଜୋନ୍ (ଏପିଏସ୍ଇଜେଡ୍)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ (୨୦୨୪ ମାର୍ଚ୍ଚ ୩୧ସୁଦ୍ଧା ଶେଷ ଆର୍ଥିକ…
ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର
ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍୨୪ ସିରିଜ୍ ଫୋନ୍ରେ ଆସିଥିଲା ଓ ପରେ ଏହି ଫିଚର ଆଉ କିଛି ସାମସଙ୍ଗ ମଡେଲ୍ ଓ ପିକ୍ସେଲ ଫୋନ୍ରେ ଉପଲବ୍ଧ ହୋଇଥିଲା । ଏହି…
Xiaomi, Redmi ଏବଂ Pocoରେ ଭୟଙ୍କର ଭାଇରସ
ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି । ଯାହାର କାରଣ ଜୁଜର୍ସଙ୍କ ପର୍ସନାଲ ଡାଟା ହ୍ୟାକର୍ସଙ୍କ ହାତରେ ଲାଗିପାରେ । ସାଓମୀ, ରେଡମୀ ଏବଂ ପୋକୋ ଡିଭାଇସ ଆପ୍ଲିକେସନ ଏବଂ ସିଷ୍ଟମର ଆର୍ବଟରୀ ଫାଇଲ୍ସରେ ଏହି ୨୦ ଭୟଙ୍କର ଭାଇରସ…