Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Business
All business-related news will news will upload
ମହଙ୍ଗା ବଜାର ତାଲିକାରେ ଓଡ଼ିଶା ନାମ, ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର
ଦୀର୍ଘଦିନ ଧରି ଲଗାତାର ଭାବେ ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ହୋଇରହିଛି। ବିଶେଷ କରି ଖୁଚୁରା ବଜାର ଦର ଖାଉଟିମାନଙ୍କୁ ପ୍ରବଳ ବାଧୁଛି। ସେଥିପାଇଁ ଦେଶର କିଛି ପ୍ରମୁଖ ମହଙ୍ଗା ବଜାର ତାଲିକାରେ ଓଡ଼ିଶା ନାମ ସବୁବେଳେ ରହୁଛି। ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି।…
ବଜାରକୁ ପ୍ରବେଶ କଲା ହୋଣ୍ଡା ର ନୂଆ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦
ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂତନ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦ ଲଞ୍ଚ କରିଛି। ଏହି ବାଇକ୍ରେ ଅନେକ ନୂତନ ବୈଶିଷ୍ଟ୍ୟ ସହିତ, ଏହାର ଇଞ୍ଜିନ୍କୁ ମଧ୍ୟ ଅପଡେଟ୍ କରାଯାଇଛି। କେବଳ ଏତିକି ନୁହେଁ, ବାଇକ୍ର ଡିଜାଇନ୍ ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ମଧ୍ୟ ରହିଛି । ଏହି ବାଇକ୍…
ପାରାଦୀପରେ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା
ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଉଚ୍ଚ…
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ , ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ। ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ…
ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଷ୍ଟକ୍ ବଜାରର କାରବାର ବିଶେଷ ଭାବେ ପ୍ରଭାବିତ
ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜିବଜାର ଏବଂ ଷ୍ଟକ୍ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
୧୦ ଗ୍ରାମକୁ ୮୮ ହଜାର ପାର କଲାଣି, ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା
ସୁନା ଦର ବୃଦ୍ଧି ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି। ମଙ୍ଗଳବାର ସୁନା ଦର ପୁଣି ବଢ଼ିଛି। ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦…
ଛଟେଇ କରିବ ମେଟା
ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅଧିକାଂଶ ଦେଶରେ ମେଟାର କର୍ମଚାରୀମାନେ ଛଟେଇ ହେବେ। ଏକ ରିପୋର୍ଟ ଅନୁଯାୟୀ ମେଟା…
ରୋପୋ ରେଟ୍ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍ , ୬.୨୬% ରହିଛି ରୋପା ରେଟ୍
ଆଜି ଭାରତର ରିଜର୍ଭ ବ୍ୟାଙ୍କ୍ ରୋପୋ ରେଟ୍ ହ୍ରାସ କରି ୬.୨୫% କରିବାକୁ ଘୋଷଣା କରିଛି। ଯାହାକି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି। ନୂତନ ଭାବରେ ନିଯୁକ୍ତ ହୋଇଥିବା ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍ପିସି…
ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ…
ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି,ସେନ୍ସେକ୍ସ ୧୩୯୭ ପଏଣ୍ଟ ବୃଦ୍ଧି ସହ ୭୮,୬୫୮ ପଏଣ୍ଟରେ ବନ୍ଦ ହୋଇଛି
ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି, ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ତାଙ୍କ କ୍ଷମତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏକ ବଡ଼ ଧରଣର ବାଣିଜ୍ୟ ଲଢ଼େଇକୁ ନେଇ ଆଶଙ୍କାରେ ଥିବା ନିବେଶକମାନେ ଆଶ୍ବସ୍ତ ହେବା ସହ ଉତ୍ସାହର ସହ…