Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Business
All business-related news will news will upload
ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କା
ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) :
ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦରକାର ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଗୁଗଲ୍ ପେ’ ଜରିଆରେ ଏବେ ଆପଣ ସହଜରେ ୧ଲକ୍ଷ ଟଙ୍କାର ଋଣ ପାଇପାରିବେ। ଯଦି ଆପଣ ଗୁଗୁଲ୍ ପେ’ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଭଲ ଟଙ୍କା!-->!-->!-->…
ସେୟାର ମାର୍କେଟରେ ୩ମାସ ଯାଏ କାରବାର କରିପାରିବେନି ଅନିଲ ଅମ୍ବାନୀ
ମେଟ୍ରୋ ଟିଭି ଓଡିଶା,୧୨/୨ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ବଡ ଝଟକା । ସେବି ଅନିଲ ଅମ୍ବାନୀଙ୍କ ଉପରେ କଟକଣା ଜାରି କରିଛି । ରିପୋର୍ଟ ଅନୁସାରେ, ସେବି ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ପାଇଥିଲା । ତେଣୁ ଉଭୟଙ୍କ!-->!-->!-->…
ଏନ୍ ଚନ୍ଦ୍ରଶେଖର ହେଲେ ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍
ମେଟ୍ରୋ ଟିଭି ଓଡିଶା,୧୨/୨ : ନଟରାଜ ଚନ୍ଦ୍ରଶେଖର ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍ ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ବୋର୍ଡ ଅଫ୍ ଟାଟା ସନ୍ସ ଲିମିଟେଡ୍ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କୁହାଯାଇଛି ଯେ, ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ!-->!-->!-->…
ରିଜର୍ଭ ବ୍ୟାଙ୍କରେ ଜାରି ହେଲା ମୁଦ୍ରା ନୀତି
ମେଟ୍ରୋ ଟିଭି ଓଡିଶା,୯/୨ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ!-->!-->!-->…
କମିଲା ରନ୍ଧନ ଗ୍ୟାସ ଦର
ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍!-->!-->!-->…
କିଟକ।ଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ବିବାଦରେ ଫସଲା କମ୍ପାନୀ ,ଥାନାରେ ଏତଲା ଦେଲା ହିନ୍ଦୁସେନା
ମେଟ୍ରୋ ଟିଭି ଓଡିଶା,୧୬/୧: ଚକୋଲେଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ଏବେ ବିବାଦରେ କିଟକ।ଟ୍ କମ୍ପାନୀ । ଏହି ଫଟୋକୁ ନେଇ ଥାନାରେ ଏତଲା ଦେଇଛି ହିନ୍ଦୁସେନା । କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ!-->!-->!-->…
ଏବେ ମହଙ୍ଗା ହେବ ବୁଲେଟ
ମେଟ୍ରୋ ଟିଭି ଓଡିଶା,୧୨/୧: କମ୍ପାନୀ ରୟାଲ ଏନ୍ଫିଲ୍ଡ ଏବେ ଭାରତରେ ତାର କିଛି ୨ ଚକିଆ ମଡେଲର ଦାମ ବୃଦ୍ଧି କରିଛି । Classic 350, Meteor 350 , Himalayan motorcycles ମଡେଲର ଦାମ ବୃଦ୍ଧି ହୋଇଛି । ଏହି ନୂଆ ଦାମ ଜାନୁଆରୀରୁ ଲାଗୁ ମଧ୍ୟ କରି ଦିଆଯାଇଛି । କିନ୍ତୁ ରୟାଲ!-->!-->!-->…
ପାସପୋର୍ଟର ରଙ୍ଗ ଭିନ୍ନ,ଏହାର ବିଶେଷତ୍ୱ କଣ ରହିଛି
ମେଟ୍ରୋ ଟିଭି ଓଡିଶା,୭/୧: ଭାରତରେ ରହିଛି ବିଭିନ୍ନ ପ୍ରକାରର ପାସପୋର୍ଟ । ଯାହାର ରଙ୍ଗ ଭିନ୍ନ ଭିନ୍ନ ଥାଏ । ବିଶେଷ କରି ଆମ ଦେଶରେ ୩ପ୍ରକାରର ପାସପୋର୍ଟ ରହିଛି । ଏହାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଭାରତରେ ପ୍ରତ୍ୟେକ ପାସପୋର୍ଟ ଗୁରୁତ୍ୱ ଅଧିକ ରହିଛି। ଏବେ ଦେଶରେ ୩ଟି!-->!-->!-->…
ଆରବିଆଇର ନୂଆ ନିୟମ ବିନା ଇଣ୍ଟରନେଟ୍ରେ ହୋଇପାରିବ ଡିଜିଟାଲ ପେମେଣ୍ଟସ୍
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଭାରତ ଏକ ଗ୍ରାମ୍ୟବହୁଳ ରାଷ୍ଟ୍ର ଯେଉଠି ଗାଁ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଭିତରେ ରୁହନ୍ତି । ଆଜି ଯାଏ ଏହି ସବୁ ଗାଁକୁ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନାହିଁ । ତଥାପି ଏହି ସବୁ ଗାଁର ବିକାଶ ପାଇ ସରକାର କାର୍ଯ୍ୟରତ । ଏହି ଗାଁ ଗୁଡିକର ଡିଜିଟାଲ!-->!-->!-->…
୪ରୁ ଅଚଳ ହେବ ବ୍ଲାକବେରୀ ଫୋନ
ମେଟ୍ରୋ ଟିଭି ବ୍ୟୁରୋ,୩/୧: ବ୍ଲାକବେରୀର ଫୋନ ପାଇ ଏବେ ଗ୍ରାହକ ମାନେ ଅସୁବିଧାରେ ପଡିପାରନ୍ତି । ବ୍ଲାକବେରୀ କମ୍ପାନୀ ୪ ଜାନୁଆରୀ ୨୦୨୨ ରୁ ତା’ର କେତକ କ୍ଲାସିକ ଫୋନ୍ ର ସପୋର୍ଟ ବନ୍ଦ କରିଦେବ । ସପୋର୍ଟ ସିଷ୍ଟମ ବନ୍ଦ ହେବା ପରେ ଏହି ଫୋନ୍ ସବୁ କେବଳ ଡବା ହୋଇଯିବ ।କମ୍ପାନୀ!-->!-->!-->…