୧୬ ଯାଏଁ ବଡ଼ ବର୍ଷା

ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତରପ୍ରଦେଶର ସାମାରାମ ନିକଟରେ ରହିଥିବାରୁ ଓଡ଼ିଶାରୁ ବର୍ଷା କମିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ମିଳୁ ନାହିଁ। ଓଡ଼ିଶା ଉପରେ ଏବେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ…

ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି । ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ…

ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ

ପଡ଼ୋଶୀ ଦେଶ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ ଆଣିଦେଇଛି। ବିଦେଶରୁ ଯେଉଁମାନେ ବାଂଲାଦେଶରୁ ପୋଷାକ ଓ ବୟନ ସାମଗ୍ରୀ ମଗାଉଥିଲେ ସେମାନେ ଭାରତ ମୁହାଁ ହେବେ ବୋଲି ଆଶା କରାଯାଉଛି। ଯଦି ତାହା ହେବ ତେବେ ଭାରତୀୟ ବୟନ ଶିଳ୍ପ…

ଡେଲ କଲା ବଡଧରଣର ଛଟେଇ

କମ୍ପ୍ୟୁଟର ଓ ଲାପ୍‌ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍‌ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ନିକଟରେ ଚିପ୍ ନିର୍ମାତା…

ପ୍ୟାରିସ୍‌ ଅଲିମ୍ପିକ୍ସ : ପୁରୁଷ ହକିରେ ଆଜି ସ୍ପେନ୍‌ ସହ ମୁକାବିଲା

ପ୍ୟାରିସ ଅଲିମ୍ପିକ୍‌ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ପରାଜିତ ହେବା ସହିତ ସ୍ବର୍ଣ୍ଣ ପଦକ ଆଶା ଶେଷ ହୋଇଛି। ଅଲିମ୍ପିକ୍ସ ୪୪ ବର୍ଷ ପରେ ସ୍ବର୍ଣ୍ଣ ଜିତିବାର ଆଶା ବାନ୍ଧିଥିବା ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ସ୍ବର୍ଣ୍ଣ ଓ ରୌପ୍ୟ ଆଶା ହରାଇଥିବା ଭାରତୀୟ ପୁରୁଷ ଦଳ ଏବେ…

ଜାପାନରେ ଭୂମିକମ୍ପ

ଜାପାନରେ ବଡ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ଯାହାର ତୀବ୍ରତା ରହିଛି ୭.୧ । ଫଳରେ ଦେଶରେ ସୁନାମୀ ଆଲର୍ଟ ଜାରି ହୋଇଛି ।ଭୂମିକମ୍ପର ଝଟକା ଜାପାନର କ୍ୟୁଶୁ ଓ ଶିକୋକୁ ଦ୍ୱୀପଯାଏଁ ଅନୁଭୂତ ହୋଇଛି । ଭୂକମ୍ପ ସହ ଜାପାନରେ ଅନେକ ଉପକୂଳ ଇଲାକା ମିୟାଜାକି, କୋଚି, ଇହିମୋ, କାଗୋସିମା ଓ…

ଖୋଲିଲା ‘ଶସ୍ୟ ଏଟିଏମ୍

ସାଧାରଣ ଭାବେ ଏଟିଏମରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି । ମାତ୍ର ଏଣିକି ଏଟିଏମରୁ ଶସ୍ୟ ବାହାରିଯିବ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି…

ଏମ୍ସ ଆଣିଲା ନିଯୁକ୍ତି

ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ପକ୍ଷରୁ ନିକଟରେ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆସିଛି ପୁଣି ଏକ ସୁଯୋଗ । ଜୁନିୟର ରେସିଡେଣ୍ଟସ (ନନ ଆକାଡେମିକ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସାକ୍ଷାତକାର ଜରିଆରେ ଏହି…

ୟୁପିଆଇ ପେମେଣ୍ଟ

ୟୁପିଆଇ ମାଧ୍ୟମରେ ଏଣିକି ଗୋଟିଏ ଥରରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଯାଏ ଥିଲା ବେଳେ ଏଥିରେ ବୃଦ୍ଧି କାରାଯାଇଛି। ଏନେଇ ଗୁରୁବାର ଆରବିଆଇର ମୁଦ୍ରା ନୀତି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଏଥିସହିତ…

ବର୍ଷାରେ କେମିତି ରହିବେ ଫିଟ୍

ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ କେତୋଟି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦୂରେଇପାରିବେ……