ଫୁସଫୁସରେ ପାଣି ଜମିଛି କି ?

ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ ଏଡିମା’ ସମସ୍ୟା ଶରୀର ପାଇଁ ବଡ଼ ଚିନ୍ତାଜନକ । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖାଦେଇଥାଏ । ତେବେ ଅନେକ ଲୋକ ଏହି ରୋଗର ଲକ୍ଷଣ…

ଭିଭୋ ୱାଇ୫୮ ୫ଜି ଫୋନର ଦାମ୍ କମିଲା

ଭିଭୋ ୱାଇ୫୮ ୫ଜି ସ୍ମାର୍ଟଫୋନରେ ଅନେକ ଶାନଦାର ଫିଚର୍ସ ରହିଥିବା ବେଳେ କମ୍ପାନୀ ଏହାକୁ ଏବେ ଶସ୍ତାରେ ବିକ୍ରି କରିବାକୁ ଘୋଷଣା କରିଥିବାରୁ ଏହା ଗ୍ରାହକଙ୍କୁ ନିଶ୍ଚିତ ଭାବେ ଫାଇଦା ପ୍ରଦାନ କରିବ ।ଭିଭୋ ୱାଇ୫୮ ୫ଜି ଫୋନରେ ୬.୭ ଇଞ୍ଚର ଫୁଲ ଏଚଡି ପ୍ଲସ ଏଲସିଡି ଆସୁଛି, ଯାହାକି ୧୨୦ଏଚଜେଡ୍…

ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରିୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି…

ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ କଷ୍ଟ ଦୂର ହେବ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇ ଭଉଣୀର ସହଯୋଗ ପାଇବେ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ। ‌ ବୃଷ: ବେପାରରେ ଲାଭ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ଅଛି। କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।…

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ…

ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ହୀରାକୁଦରେ ବଢିଛି ଜଳସ୍ତର। ଆଜି ଆଉ ୬ଟି ଗେଟ୍‌‌ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ଟି ଗେଟ୍‌‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳ ଭଣ୍ଡାରରୁ ଗେଟ ଖୋଲିବା ପରେ ମହାନଦୀରେ ବଢିଛି ଜଳସ୍ତର। କଟକର ମୁଣ୍ଡଳୀଠାରେ ୫.୭୮ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ…

ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନର ତୃତୀୟ ସଂସ୍କରଣ

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ଇତିହାସ ରଚିବ ଇସ୍ରୋ

 ଅଗଷ୍ଟ ୧୫ରେ SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଏହି ଲଞ୍ଚ ହେବ। ଏହା ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLVର ତୃତୀୟ ତଥା ଚୂଡ଼ାନ୍ତ ଉଡ଼ାଣ ହେବାକୁ ଯାଉଛି । ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ…

ସିକ୍କିମରେ ଭୂମିକମ୍ପ ଝଟକା

ସିକ୍କିମରେ ଶୁକ୍ରବାର ସକାଳେ ୬ଟା ୫୭ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମପାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମରେ ଥିଲା, ହେଲେ ଏହାର ଝଟକା ବିହାରରେ ମଧ୍ୟ ଅନୁଭୂତ କରାଯାଇଛି। ବିହାରର କିଶନଗଞ୍ଜରେ ଅନେକ ଲୋକେ ଏହି ଭୂମିକମ୍ପକୁ…

ସଙ୍କଟରେ ପାକିସ୍ତାନ

ପାକିସ୍ତାନରେ ସରକାରଙ୍କ ବିରୋଧରେ ବିଦ୍ରୋହର ପ୍ରକୋପ ବଢିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କୁ ଅଲଟିମେଟମ ମଧ୍ୟ ଜାରି କରାଯାଇଛି। ଏଭଳି ସ୍ଥିତିରେ ବାଂଲାଦେଶ ପରେ ପାକିସ୍ତାନରେ ହଙ୍ଗାମା ହେବ କି ନାହିଁ, ଏହି ପ୍ରଶ୍ନ ପାକିସ୍ତାନର ଶାସକମାନଙ୍କ ପାଇଁ ସଙ୍କଟ ପାଲଟିଛି କି ବୋଲି ପ୍ରଶ୍ନ…