ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ

ଆଜି ସ୍ୱାଧୀନତା ଦିବସ ଅବସରରେ କ୍ରୀଡ଼ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ ବୋଲି ସେ କହିଛନ୍ତି ।  ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ।…

ଭିନେଶଙ୍କ ପଦକ ଆବେଦନ ଖାରଜ

ନିରାଶ ହେଲେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଭିନେଶଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ଆବେଦନ ଖାରଜ କଲେ ସିଏଏସ୍ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା କୁସ୍ତିଯୋଦ୍ଧା ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା ହୋଇଥିଲେ, ଏହାପରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ…

ଏହି ରାଶି ହେବେ ମାଲାମାଲ

ଧନ-ସମ୍ପତ୍ତିର କାରକ ଶୁକ୍ର ୨୫ ଅଗଷ୍ଟରେ କନ୍ୟା ରାଶିରେ ପ୍ରବେଶ କରିବେ । ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବା ପରେ ସମସ୍ତ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ତେବେ କିଛି ସ୍ୱତନ୍ତ୍ର ରାଶିଙ୍କ ଭାଗ୍ୟ ମୋତି ଭଳି ଚମକିବ.. ସିଂହ – ଶୁକ୍ରଙ୍କ ଚଳନ…

ଯୁଦ୍ଧ ବିରାମ ବାର୍ତ୍ତାରେ ଯୋଗ ଦେବ ନାହିଁ ହମାସ

ହମାସର ଜଣେ ଅଧିକାରୀ କହିଛନ୍ତି ଯେ କତାରରେ ହେବାକୁ ଥିବା ଅସ୍ତ୍ରବିରତି ଆଲୋଚନାରେ ଏହି ସଂଗଠନ ଅଂଶଗ୍ରହଣ କରିବ ନାହିଁ। ହମାସର ରାଜନୈତିକ ବ୍ୟୁରୋର ସଦସ୍ୟ ସୁହେଲ ହିନ୍ଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କତାର ରାଜଧାନୀରେ ଗୁରୁବାର ପୁନଃ ଆରମ୍ଭ ହେବାକୁ ଥିବା ଆଗାମୀ ଆଲୋଚନାରେ…

ଖୋଲିବ ବ୍ଲାକରୋଜ ଫାଇଲ

ଖୋଲିବ ବ୍ଲାକରୋଜ ଫାଇଲ। ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା। ପୋଲିସ ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ। ୨୦୦୯ ପାରଦ୍ୱୀପ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ୧୫ ବର୍ଷ ପରେ ଏ ଘଟଣା ନୂଆ ମୋଡ ନେବାକୁ ଯାଉଛି। ନୂଆ ସରକାର ବ୍ଲାକରୋଜ…

ଆସିଲା ରିପୋର୍ଟ , କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିବା ପଛର କାରଣ କଣ? ଏନେଇ ସାମନାକୁ ଆସିଛି ସାଂଘାତିକ ତଥ୍ୟ? ସ୍ପଷ୍ଟ ହୋଇଛି ପ୍ରଶାସନ ଓ ସେବାୟତଙ୍କ ତ୍ରୁଟି ଯୋଗୁଁ କେମିତି ପଡିଯାଇଥିଲେ ବଳଭଦ୍ର।ଆଡପ ପହଣ୍ଡି ବିଜେ ବେଳେ ବଡ ଠାକୁର ପଡିଯିବା ପଛର କାରଣକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି।…

ଦଶମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି। ଗତ ଦଶଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ…

ଚାକିରୀ ଦେବେ ଦେଢ ଲକ୍ଷ

ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ର ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କରିଛନ୍ତି ମୋହନ ମାଝୀ। ରାଜ୍ୟବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି, ଓଡିଆ ଜାତି ବେଶ ସ୍ୱାଭିମାନୀ। ସେମାନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ।…

ଋତୁସ୍ରାବ ହେଲେ ଏଣିକି ମହିଳାଙ୍କୁ ଦିନେ ଛୁଟି ମିଳିବ

ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର। ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତି ନିଆଯାଇଛି। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ଅସାର ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଏକ…