ଓଡିଶା ଫେରୁଛନ୍ତି ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ପୁଅ ଅମିତ ରୋହିଦାସ

ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅମିତ ରୋହିଦାସଙ୍କୁ ସ୍ୱାଗତ ପାଇଁ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ଅମିତ ରୋହିଦାସ ଏକମାତ୍ର ଓଡ଼ିଆ, ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ…

ଆସନ୍ତାକାଲି ଠାରୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

ଶନିବାରଠାରୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆନ୍ଦୋଳନ କରାଯିବ।  ଜରୁରିକାଳୀନ ସେବାକୁ ବାଦ୍ ଦେଇ ସବୁ ଓପିଡି ବନ୍ଦ ରହିବ । ଏ ନେଇ ଭାରତୀୟ ମେଡିକାଲ ସଂଘ ପକ୍ଷରୁ ସୂଚନା ମିଳିଛି। ତେବେ କଲକାତା ହାଇକୋର୍ଟ ଏହି…

ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ

ଜମ୍ମୁ ଅଂଚଳରେ ଲଗାଣ ବର୍ଷା ଲାଗି ରହିଛି । ଏହି କାରଣରୁ କଟ୍ରାରୁ ମାତା ବୈଷ୍ଣୋ ଦେବୀ ଦରବାର ଭବନ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନ ଯୋଗୁଁ ମୁଖ୍ୟ ରାସ୍ତା ଦେଇ କୋଠାକୁ ଯିବା ଆସିବା ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମାତା ବୈଷ୍ଣବ ଦେବୀ…

ପ୍ରବଳ ବର୍ଷା

ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ କାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ,…

ମଙ୍କିପକ୍ସ ଆତଙ୍କ 

କରୋନା ପରେ ମଙ୍କିପକ୍ସ ଆତଙ୍କ । ଆଫ୍ରିକାରେ ମଙ୍କିପକ୍ସ ସାଙ୍ଘାତିକ ରୂପ ନେବପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଚଳିତବର୍ଷ ଆଫ୍ରିକାରେ…

ବାତର ଲକ୍ଷଣ

ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଂକେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସୀ ଥାଏ, ସେମାନଙ୍କ କ୍ଷେତ୍ରରେ ଏହି…

ବିଏସଏନଏଲରେ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି

ଭୋଡା-ଆଇଡିଆର ଗ୍ରାହକ ବିଏସଏନଏଲରେ ନିଜର ନମ୍ବର ପୋର୍ଟ କରୁଛନ୍ତି। ଭିଆଇ ବ୍ୟତୀତ ଜିଓ ଏବଂ ଏୟାରଟେଲ ମଧ୍ୟ ନିଜର ସମସ୍ତ ରିଚାର୍ଜକୁ ମହଙ୍ଗା କରିସାରିଛନ୍ତି, ହେଲେ ବିଏସଏନଏଲ ନିଜ ରିଚାର୍ଜର ମୂଲ୍ୟକୁ ଅପରିବର୍ତ୍ତିତ ରଖିଛି।ଭୋଡା-ଆଇଡିଆ ୫ଜି ନେଟୱାର୍କ ହୋଇଥିବା ବେଳେ ବିଏସଏନଏଲର ୪ଜି…

ଅଭିନୟ ଛାଡ଼ିବା କଙ୍ଗନା

କଙ୍ଗନା ରଣାୱତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଏମର୍ଜେନ୍ସି ଖୁବ ଶୀଘ୍ର ବଡ଼ ପରଦାରେ ଆସିବାକୁ ଯାଉଛି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମର ଟ୍ରେଲର୍ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଧମାଲ ମଚାଉଛି । ଏଥିସହ କଙ୍ଗନା ଏହି ଫିଲ୍ମ ପରେ ଅଭିନୟ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା…

ଡିଜିଟାଲ ନ୍ୟୁଜ୍ ସବସ୍କ୍ରିପସନ୍ ଜିଏସଟି ସମୀକ୍ଷା କରିବ ଅର୍ଥ ମନ୍ତ୍ରଣାଳୟ

ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ଆଗାମୀ ବୈଠକ ସେପ୍ଟେମ୍ବର ୯, ୨୦୨୪ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାର କାଯ୍ୟକ୍ରମ ରହିଛି। ଅଗଷ୍ଟ ୧୩ ରେ ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ୫୪ ତମ ଜିଏସଟି ପରିଷଦ ବୈଠକ ୯ ସେପ୍ଟେମ୍ବର ୨୦୨୪ ରେ…

ବିନା ସୁଧରେ ମିଳିବ ଲୋନ୍

ଆଜି ସାରା ଦେଶରେ ପାଳନ ହେଉଛି ଭାରତର ୭୮ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ହଜାର ମେଡିକାଲ ସିଟ୍ ଭେଟି ଦେବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ବିନା ସୁଧରେ ଲୋନ୍ ଦେବା ପାଇଁ ଘୋଷଣା କରିଛନ୍ତି ଜଣେ ରାଜ୍ୟ ସରକାର । ଏଣିକି…