ୱାର୍କ-ଫ୍ରମ-ହୋମ ପାଇଁ କ୍ଷତି ସହୁଛି ଗୁଗୁଲ

ଗୁଗୁଲକୁ ନେଇ ଆପଲ, ମାଇକ୍ରୋସଫ୍ଟ ଏବଂ ଫେସବୁକ ପର୍ଯ୍ୟନ୍ତ ଟେକ ଜଗତର ବଡ଼ କମ୍ପାନୀମାନ ଏଆଇର ଦୌଡରେ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଚାଟଜିପିଟି ତିଆରି କରିଥିବା ଓପେନଏଆଇ ଭଳି ନୂଆ କମ୍ପାନୀ ଏହି ଦୌଡରେ ଆଗରେ ରହିଛି। ଗୁଗୁଲର ପୂର୍ବତନ ସିଇଓ ଏଆଇର ରେସରେ ଟେକ କମ୍ପାନୀଗୁଡିକ ପଛରେ ରହିବାର…

୭୦ତମ ଜାତୀୟ ଫିଲ୍ମ ପୁରସ୍କାର

୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ଅରିଜୀତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପୁରସ୍କୃତ କରାଯାଇଛି ।…

ମଦ ପିଇବା ପରେ ମସ୍ତିଷ୍କ ସହ କଣ ହୋଇଥାଏ ?

ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଶରୀରର ନୁ୍ୟରନ୍ସ(ସ୍ନାୟୁ) ଆକାରରେ ପରିବର୍ତ୍ତନ ଦେଖାଦେଇଥାଏ । ମଦ୍ୟପାନ କରିବା ବୟସ୍କଙ୍କ ମସ୍ତିଷ୍କ ଅପେକ୍ଷା ଯୁବକଙ୍କ ମସ୍ତିଷ୍କ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ । କିଶୋରାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା…

ଡାଉନ୍ ହେଲା ଚାଟଜିପିଟି

ବିଳମ୍ବିତ ରାତିରେ ଓପନଏଆଇ ଚାଟଜିପିଟି ସେବା ଠପ୍ ହେବା ପରେ ସର୍ଭିସ ପୁନର୍ବାର ଫେରିଆସିଥିଲା । ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ୟୁଜର୍ସଙ୍କୁ ଏହି ଆଉଟେଜର ସାମ୍ନା କରିବାକୁ ପଡ଼ିଥିଲା । ଭାରତରେ ମଧ୍ୟ ୟୁଜର୍ସ ଅନେକ ସମସ୍ୟାର ସାମ୍ନା କରିଥିଲେ । ଚାଟଜିପିଟି ସାରା ବିଶ୍ୱର ସବୁଠାରୁ…

ଅମିତଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ପ୍ୟାରିସ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଏକମାତ୍ର ଓଡ଼ିଆ ତାରକା ଅମିତ ରୋହିଦାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅମିତ ନିଜ ସାଙ୍ଗରେ ଆଣିଥିବା ସାଥୀ ଖେଳାଳିଙ୍କ…

ଅଗଷ୍ଟ ୨୧ରୁ ୟୁଜିସି ନେଟ୍ ପରୀକ୍ଷା

ୟୁଜିସି ନେଟ୍ ପରୀକ୍ଷା ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ । ବିଭିନ୍ନ ସିଫ୍ଟରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଅଲଗା ଭାବରେ ପ୍ରଦାନ କରାଯିବ । ଆମେ ଆପଣଙ୍କୁ କହିବୁ ଯେ ୟୁଜିସି ନେଟ୍ ପରୀକ୍ଷା ପୂର୍ବରୁ ୧୮ ଜୁନ୍ ୨୦୨୪ ରେ…

ଇତିହାସ ରଚିଲା ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ…

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦ୍ରାପେଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ଓଡ଼ିଶା ଭିଜିଲାନ୍ସ ପକ୍ଷରୁ…

ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଚାଲିଛି

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଗତ୧୦ ମାସ ଧରି ଚାଲିଛି। ଉଭୟ ପକ୍ଷ ବିପଜ୍ଜନକ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଗାଜାର କବରସ୍ତାନରେ ମୃତଦେହକୁ…

ଭାରି ମନେପଡ଼ନ୍ତି ଭାରତରତ୍ନ ବାଜପେୟୀ

ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର…