୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି
ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ିବାରେ ଲାଗିଛି। ବାହନ ପୋର୍ଟାଲ ତଥ୍ୟ ଅନୁସାରେ ଚଳିତ ବର୍ଷ ବିକ୍ରି ହୋଇଥିବା ୫୩.୬୧ ପ୍ରତିଶତ ତିନିଚକିଆ, ୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି। ଦୁଇଚକିଆ ଏକ ବହୁତ ବଡ଼ ବଜାର ହୋଇଥିବାରୁ ସେଥିରେ ଇଭି ଗ୍ରହଣୀୟତା ବୃଦ୍ଧି…