ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’

ରାଜ୍ୟରେ କୋଣ ଅନୁକୋଣରେ ବଢି ଚାଲିଛି ସୁଭଦ୍ରା ପାଇଁ ଉତ୍ସାହ। ତେବେ ୧୧ ତାରିଖ ଅର୍ଥାତ୍‌ ବୁଧବାର ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ଆବେଦନକାରୀ ପଞ୍ଜିକରଣ କରିଛନ୍ତି। ଏନେଇ ଘରେଘରେ ସୁଭଦ୍ରା ବାବଦରେ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା କରାଯିବ। ପ୍ରତି ବ୍ଲକ ଓ ଗ୍ରାମ…

କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ

ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିବା ବେଳେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଦୁଆରେ…

ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ  

ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ  । ବର୍ତମାନ ଡ଼େମୋକ୍ରାଟିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି । ମାତ୍ର 21 ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢତାର ସହ ଡ଼େମୋକ୍ରାଟିକ ଦଳର ବାର୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି । ସମୟ ମୟୁରଭଞ୍ଜ…

ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ

ଭୁବନେଶ୍ୱର ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ୍‌ ଚ୍ୟାନେଲ ମାଲିକଙ୍କ ବିରୋଧରେ ଗୁରୁବାର ଏଫ୍‌ଆଇଆର ଦାଖଲ କରିଛନ୍ତି। ସେମାନଙ୍କ ବୈବାହିକ ଜୀବନକୁ ନେଇ ସୋସିଆଲ୍‌ ମିଡିଆରେ ସମ୍ମାନହାନି କରିବା ଭଳି ମନ୍ତବ୍ୟ ଏବଂ ଭିଡିଓ ପୋଷ୍ଟ କରୁଥିବାରୁ ଉକ୍ତ…

ମହୋଦଧି କୂଳରେ ମଦ ଦୋକାନ ହେବନାହିଁ

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ ବିକ୍ରୟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ଏହାକୁ ସବୁ ମହଲରେ କଡ଼ା ବିରୋଧ କରିବାକୁ ସରକାର ପୁରୀ ବେଳାଭୂମିରେ ମଦ ଦେକାନ ଖୋଲାଯିବ ନାହିଁ ବୋଲି କହିଛନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କୁ…

ବାୟୋଟେକ୍‌ ନିବେଶକ ଉଦ୍‌ଘାଟନ

ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ-୨୦୨୪ରେ ଓଡ଼ିଶା ସରକାର ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ୍ ସ୍ଥାପନ କରିଛନ୍ତି। ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ସେଥିରେ ସାମିଲ ହୋଇ ରାଜ୍ୟର ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସମ୍ଭାବନା…

ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସମୁଦାୟ ୧୬ଟି ଗେଟ ଦେଇ ନିଷ୍କାସନ କରୁଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଇନଫ୍ଲୋ ବଢିବା ମଧ୍ୟରେ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ବନ୍ଧ କତ୍ତୃପକ୍ଷ। ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍…

ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ  ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ…

ଇତିହାସ ରଚିଲେ କ୍ରିଷ୍ଟିଆନୋ

ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲରମାନଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲଡୋଙ୍କ ନାମ ସାମିଲ ଅଛି। ପର୍ତ୍ତୁଗାଲ ପାଇଁ ଖେଳିଥିବା ଏହି କିମ୍ବଦନ୍ତୀ ଫୁଟବଲର୍‌ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ଏକ ବିଲିୟନ ଅର୍ଥାତ୍‌ ୧୦୦ କୋଟି ଫଲୋଅର୍ସଙ୍କ ସଂଖ୍ୟା…

ଭିନ୍ନକ୍ଷମ ନାରୀର କାହାଣୀ “ଆଭା”

ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ ‘ଆଶ୍ରମ’ ଏକ ଆଶାର ଆଶ୍ରୟ ଏବଂ ଅନ୍ୟଟି ଦିବ୍ୟାଙ୍ଗ ଝିଅର କାହାଣୀ ‘ଆଭା’। ଓମ୍ ବାବା ପ୍ରଡ଼କସନ୍ସ ନିବେଦିତ ଚଳଚ୍ଚିତ୍ର ‘ଆଭା’ରେ ସାମାଜିକ ବାର୍ତ୍ତା ଭରପୂର ରହିଛି। ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ…