ମଧୁମେହ ରୋଗର ମେହୌଷଧି ଶାକରକନ୍ଦା
ଶୀତଋତୁରେ ବଜାରକୁ ଆସୁଥିବା ବିଭିନ୍ନ କିସମର ଫଳ ମଧ୍ୟରୁ ଶାକରକନ୍ଦା ଅନ୍ୟତମ । ଯାହାକୁ ଇଂରାଜିରେ ଜିକାମା ବା ମ୍ୟାକ୍ସିକାନ୍ ଟର୍ଣ୍ଣିପ ବୋଲି ମଧ୍ୟ କୁହାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଭାରି ହିତକାରୀ । ଓଜନ ହ୍ରାସ କରିବାଠୁ ନେଇ ପାଚନ ଶକ୍ତି ଉନ୍ନତ କରିବା, ବିଭିନ୍ନ ପ୍ରକାରର କର୍କଟ …