ରାଜ୍ୟରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ନିବେଶକୁ ଅନୁମୋଦନ
ରାଜ୍ୟରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ନିବେଶକୁ ଅନୁମୋଦନ କରିଛି ହାଇଲେବୁଲ କ୍ଲିୟରାନ୍ସ ଅଥରଟି । ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା, ୨୦ଟି ଶିଳ୍ପ ପ୍ରକଳ୍ପରେ ଏହି ନିବେଶ ହେବ । ଏହାଦ୍ୱାରା ୭୪ ହଜାର ୩୫୦ ନିଯୁକ୍ତି ସୃଷ୍ଟି ହେବ । ଇସ୍ପାତ,…