ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଡିଜିପି ସମ୍ମିଳନୀ ଉଦଘାଟନ କଲେ

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଜରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ  ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ବିବାଦୀୟ ଜମିରେ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ କାମ ବନ୍ଦ କଲା ବିଏମସି

ଭୁବନେଶ୍ୱର ପଟିଆରେ ବିବାଦୀୟ ଜମିରେ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ କାମ ବନ୍ଦ କଲା ବିଏମସି  । ଅରବାନ ମାଜେଷ୍ଟିକ  ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନିର୍ଦ୍ଦେଶ ଦେଇଛି। ବିଏମସିର ସିଭିକ ବଡି  ପ୍ରଥମେ ବହୁମୁଖୀ…

ମୋ ବସ ସେବା ପ୍ରଭାବିତ

୫୯ତମ ଡିଜି ଆଇଜି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ। କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ  3ଦିନ ଧର ମୋ ବସ ସେବା ପ୍ରଭାବିତ ହେବ। ଏନେଇ ଏକ୍ସରେ କ୍ରୁଟ ପକ୍ଷରୁ ସୂଚନା। ସର୍ବମୋଟ 29 ଟି ରୁଟରେ ପ୍ରଭାବିତ ହେବା ମୋ ବସ ସେବା। ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା  …

ବେଙ୍ଗାଲୁରୁରେ ଡବ୍ଲ୍ୟୁପିଏଲ୍‌ ମିନି ଅକ୍ସନର ଆୟୋଜନ ହେବ

ଆଇପିଏଲ୍‌ ୨୦୨୫ ଲାଗି ମେଗା ଅକ୍ସନର ଆୟୋଜନ କରାଯାଇଥିଲା। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ରେକର୍ଡ ଟଙ୍କା ବର୍ଷା କରାଯାଇଥିଲା। ଏବେ କ୍ରିକେଟ ପ୍ରଶଂସକ ଆଉ ଏକ ଅକ୍ସନ ଦେଖିବାକୁ ପାଇବେ। ଏଥୀ ମହିଳା ପ୍ରିମିୟର ଲିଗ୍‌ ୨୦୨୫ ଲାଗି ଖେଳାଳି ନିଲାମ ହେବେ। ଆଇପିଏଲ୍‌ ପରେ ଡବ୍ଲ୍ୟୁପିଏଲ୍‌…

ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସମ୍ପୃକ୍ତ ଥିବା ଜଣେ ମହିଳା ଏସ୍ ପିଜି କମାଣ୍ଡୋଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ  ନେଇ ଅନ୍‌ଲାଇନରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ଜଣେ ମହିଳା…

ଆଜି ଭୁବନେଶ୍ଵରରେ ସର୍ବଭାରତୀୟ ୫୯ତମ ଡିଜିପି ସମ୍ମିଳନୀ

ଓଡ଼ିଶା ଆସିବେ ପିଏମ୍ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସାଂସଦ,  ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର  ଦେବେ ଭାରତୀୟ ରାଜନୀତିର ଦୁଇ ସଫଳ ଯୋଡ଼ି ମୋଦି ଓ…

ଜାଣନ୍ତୁ ଆଜିର ରାଶିଫଳ

ମେଷ : ଆଜି ସପ୍ତମ ଚନ୍ଦ୍ରଙ୍କ ସୁପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟଗୁଡ଼ିକ ପ୍ରତି ଆଗ୍ରହୀ ହେବେ। ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କୁ ଧାର କରଜ ଦେଇ ମନସ୍ତାପ କରିପାରନ୍ତି। ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ ହିତୈଷୀଙ୍କ…

ଭୁବନେଶ୍ବର ଆସୁଛନ୍ତି ମୋଦୀ , 1 ଟାରୁ ସ୍କୁଲ – କଲେଜ ଛୁଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି ସମ୍ମିଳନୀ ସହ ବିଭିନ୍ନ ଦିନରେ ଦଳୀୟ…

‘ସାବରମତୀ ରିପୋର୍ଟ’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍‌ ହୋଇଛି। ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଆଜି ଏହି ଚଳଚ୍ଚିତ୍ରକୁ ଆଜି ଓଡ଼ିଶା ସରକାର…

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ୍‌ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…