ଥଣ୍ଡାରେ ଥରହର ସାରା ଓଡ଼ିଶା

ଥଣ୍ଡାରେ ଥରହର ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର । ଭୁବନେଶ୍ବର, କଟକ, ପାରାଦୀପ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠୁ ୨ରୁ ୪ ଡିଗ୍ରୀ କମ ରେକର୍ଡ।  ଦାରିଙ୍ଗାବାଡ଼ି ଓ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ରାଉରକେଲା ସହରରେ…

ବାଘମାରି ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା ବାଘମାରି ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ ।  ୪୦ରୁ ଅଧିକ ଯାତ୍ରୀ ଆହତ। ଗୁରୁତର ଏକାଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର। ପ୍ରବଳ କୁହୁଡି ଭିତରେ ବସର ଡ୍ରାଇଭର ଶୋଇ ପଡିବାରୁ ଏଭଳି ଅଘଟଣ ସୂଚନା। ସୋରଡ଼ାରୁ ପୁରୀ ଯାଉଥିଲା ଚକାଡୋଳା  ନାମକ…

ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ।  କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଜାକିରଙ୍କ…

ଏବିସି ନ୍ୟୁଜକୁ ମହଙ୍ଗା ପଡ଼ିଲା ଟ୍ରମ୍ପ ବିରୋଧୀ ଖବର

ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ୧୨୭.୫ କୋଟି ଟଙ୍କା ଦେବାକୁ ପଡିବ। ଏହି ମାମଲାର ସମାଧାନ ପାଇଁ ଚ୍ୟାନେଲ ରାଜି ହୋଇଛି। ସିଏନଏନ ରିପୋର୍ଟ ଅନୁଯାୟୀ, ଏହି ପରିମାଣ ସହିତ…

ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ , ଶପଥ ନେଲେ ମନ୍ତ୍ରୀ

ରବିବାର ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ କରାଯାଇଥିଲା । ବିଜେପି, ଏନସିପି ଓ ଶିବସେନାର ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ…

5 ଟି ଓ୍ବିକେଟ ନେଇ ଇତିହାସ ରଚିଲେ ବୁମରା

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶନିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁ…

ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ

ସ୍ବାସ୍ଥ୍ୟକାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ । ଇନସ୍ୟୁରାନ୍ସ ନୁହେଁ ଆସ୍ୟୋରାନ୍ସ ମୋଡ୍‌ରେ ଚିକିତ୍ସା କରାଯିବ । ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ସାରା ଦେଶରେ ୨୭…

ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ

ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ । ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହିଁ ମହାପ୍ରସାଦ । ଯଦି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବାହାରୁ ଖଜା କିଣୁଛନ୍ତି, ତେବେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ । କିନ୍ତୁ ମହାପ୍ରସାଦ ଭାବି ଏହାକୁ କିଣନ୍ତୁ ନାହିଁ । ବ୍ୟବସାୟୀ ମାନେ…

ଅର୍ଚ୍ଚିତାଙ୍କ ସହ ନଜର ଆସିବେ ଅଙ୍କିତ

ଭୋକ’ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି ଅଙ୍କିତ କୁମାର। ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି ସେ। ଏଣେ ଅଙ୍କିତ ନିଜର ଆଗାମୀ ସିନେମା ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଅଙ୍କିତଙ୍କ ଆଗାମୀ ଓଡ଼ିଆ ଛବି ‘ପାଦେ ଆକାଶ’ରେ ସେ…

ଜେଏସଡ଼ବ୍ଳୁକୁ ଭୂଷଣ ସମ୍ପତ୍ତି : ଇଡ଼ିକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ

ଭୂଷଣ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ (ବିଏସ୍‌ପିଏଲ୍‌)ର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଭୂଷଣ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଆସିଥିବା ଋଣ ଠକେଇ ମାମଲାର ତଦନ୍ତ…