ମହିଳା ଜୁନିଅର ଏସିଆ କପ୍ : ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲେ…
ମହିଳା ଜୁନିଅର ଏସିଆ କପ୍ରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ। ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମ୍ୟାଚ୍ରେ ଭାରତ ମୋଟ ୧୮ଟି ପେନାଲ୍ଟି କର୍ଣ୍ଣର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ହାସଲ…