ଥାଇଲ୍ୟାଣ୍ଡ ଯାତ୍ରା ସମୟରେ ଆବଶ୍ୟକ ଦସ୍ତାବିଜ,ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ…
ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବ୍ୟାଙ୍କକସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି କରାଯାଇଛି। ଥାଇଲ୍ୟାଣ୍ଡରେ ପ୍ରବେଶ ସମୟରେ ଆବଶ୍ୟକ ଦସ୍ତାବିଜ, ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ ଭାରତୀୟ …