ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ ,ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ବନ୍ଦ ରହିବ…

ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା,୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା

ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା ପାଇଁ ୪ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟା…

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମିଶ୍ର ଫଳଦାୟକ ରହିବ । ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଲାଭର ସୁଯୋଗ ମିଳିପାରେ । ହଠାତ୍ ଧନପ୍ରାପ୍ତିର ସମ୍ଭାବନା ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଖୁସିର ପରିବେଶ ରହିବ ଏବଂ ସଦସ୍ୟଙ୍କ ସହଯୋଗ ମିଳିବ ।…

ଉଦ୍‌ଘାଟନର ମାତ୍ର ୧୭ ଦିନ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍‌ ରୋଡ୍‌

ଉଦ୍‌ଘାଟନର ମାତ୍ର ୧୭ ଦିନ ମଧ୍ୟରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ପୋଲର ଆପ୍ରୋଚ୍ ରୋଡ୍ (ସଂଯୋଗକାରୀ ସଡ଼କ) ଧସିଯାଇଛି। ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଡେରାଡୁନ୍-ପାଓଣ୍ଟା ସାହିବ ହାଇୱେରେ ଥିବା ଟନ୍ସ ନଦୀ (Tons River) ଉପରେ ଏହି…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ,୨୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ସ୍ଥଳଭାଗ ଛୁଇଁବ ଗଭୀର ଅବପାତ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ଏହା ଆଜି ସ୍ଥଳଭାଗ ଛୁଇଁବ । ପଶ୍ଚିମବଙ୍ଗର ଦୀଘା ଓ ହଳଦିଆ ମଝିରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି । ଉତ୍ତର…

ଓଡ଼ିଶା ଗସ୍ତରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ । ବିଜେପିର ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି…

ରାଜ୍ୟରେ ଅତ୍ୟଧିକ ବର୍ଷା: ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ସର୍ବାଧିକ…

ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି ବ୍ୟବସ୍ଥାର ଏକ…

ଭାରତୀୟ ବଜାରରେ 2027 Kawasaki Ninja 300 ଲଞ୍ଚ ,ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା

ଜାପାନର ପ୍ରସିଦ୍ଧ ସୁପରବାଇକ୍ ନିର୍ମାତା କାୱାସାକି ଭାରତୀୟ ବଜାରରେ 2027 Kawasaki Ninja 300କୁ ଲଞ୍ଚ କରିଛି। ନୂଆ ମଡେଲର ଏକ୍ସ-ଶୋରୁମ ମୂଲ୍ୟ ୩.୩୪ ଲକ୍ଷ ଟଙ୍କା ରଖାଯାଇଛି, ଯାହା ପୂର୍ବ ମଡେଲ ତୁଳନାରେ ୧୭,୦୦୦ ଟଙ୍କା ଅଧିକ। ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା ହୋଇଥିଲେ ମଧ୍ୟ…

Pokରେ ପାକିସ୍ତାନ ସେନାର ବର୍ବରତା, ୨୪ ଘଣ୍ଟାରେ ୨୦ ଜଣଙ୍କୁ ହତ୍ୟା

ପାକିସ୍ତାନ ଅଧିକୃତ କାଶ୍ମୀରରେ ନିର୍ବାଚନ ବର୍ଜନ ପାଇଁ ଆହ୍ୱାନ ଦେଉଥିବା ସ୍ଥାନୀୟ ଲୋକଙ୍କ ଉପରେ ବର୍ବରତା ଜାରି ରହିଛି ପାକିସ୍ତାନ ସରକାର । ପାକିସ୍ତାନର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ତତଃ ୨୦ ଜଣ କାଶ୍ମୀରୀ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହାତ…

ବିଶ୍ବକପ୍‌ ସୁଟିଂ: ମନୁଙ୍କୁ ହରାଇ ଈଶା ଜିତିଲେ ସ୍ବର୍ଣ୍ଣ

ଭାରତର ଈଶା ସିଂହ ଚଳିତବର୍ଷ ତାଙ୍କ ଚମତ୍କାର ପ୍ରଦର୍ଶନ ଜାରିରଖି  ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କୁ ପଛରେ ପକାଇ ଇଶା ସ୍ବର୍ଣ୍ଣ ପଦକ ଜିତିଛନ୍ତି। କାଂସ୍ୟ ପଦକ ପାଇଁ…