ଆଜି ୟୁପିଆଇ ପେମେଣ୍ଟ୍ ଠପ
ଆଜିକାଲି ଲୋକେ ୟୁପିଆଇ ପେମେଣ୍ଟ୍ ଉପରେ ଅଧିକ ନିର୍ଭର ହୋଇ ପଡ଼ିଥିବା ବେଳେ ଶନିବାର ଭାରତରେ ଅନେକ ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟ କରିବାକୁ ଚେଷ୍ଟା କଲା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ବ୍ୟାଘାତର ସମ୍ମୁଖୀନ ହୋଇଥିବା…