୨ଟି ସ୍ଲାବରେ ହେବ ଜିଏସଟି

ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଲକିଲ୍ଲା ଅଭିଭାଷଣରେ ଜିଏସଟି ବ୍ୟବସ୍ଥାର ସରଳୀକରଣ ବିଷୟରେ ଘୋଷଣା କରିଥିଲେ । ଆସନ୍ତା ଦୀପାବଳି ଅବସରରେ ଏହି ନୂଆ ସ୍ଲାବ ଲାଗୁ ହେବ ବୋଲି ସେ କହିଥିଲେ ।  ସୂଚନା ଅନୁସାରେ ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି…

ଖୁବ୍ ଶୀଘ୍ର ବରିଷ୍ଠ କ୍ରିକେଟରଙ୍କ ଦରମା କାଟିବ ବୋର୍ଡ଼ , ଜାଣନ୍ତୁ କାହିଁକି

ପାକିସ୍ତାନ କ୍ରିକେଟ୍ ଦଳ ଆଜିକାଲି ପଡ଼ିଆରେ ନିମ୍ନ ମନର ପ୍ରଦର୍ଶନ ଦେଖାଉଛି । ପାକିସ୍ତାନ ଦଳ କେତେବେଳେ ବାଂଲାଦେଶଠାରୁ ହାରୁଛି ତ କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ନିମ୍ନ ର଼୍ୟାଙ୍କିଂ ଦଳଠାରୁ ପଛରେ ପଡିଯାଉଛି | ଏହି କ୍ରମ ନିରନ୍ତର ଜାରି ରହିଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ…

ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା ପାଉଛନ୍ତି, ଚାକିରି ନୁହେଁ –…

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିକାଶିତ ଭାରତ ଯୋଜନାକୁ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା…

୨୦୨୨ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ ଯୁଦ୍ଧ କେବେବି ଘଟିନଥାଆନ୍ତା – ପୁଟିନ

ଶୁକ୍ରବାର ଆମେରିକାର ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା | ଏହି ବୈଠକ ପରେ ପୁଟିନ କହିଥିଲେ ଯେ ଯଦି ୨୦୨୨ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ…

ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ହୋଇପାରିଲାନାହିଁ ସହମତି

ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ରୁଷ…

ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ

ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ବାଲିପାଟଣା ଥାନା ଅଞ୍ଚଳର ଜ୍ୟୋତି ରଞ୍ଜନ ମାଟିଆଙ୍କୁ ସମ୍ପତ୍ତି ବଣ୍ଟାକୁ ନେଇ ତାଙ୍କ ପରିବାର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବାପା, ସାବତ…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ କମିସନ ବସିଥିଲା ତାହାର ଏବେ ତର୍ଜମା କରାଯାଉଛି। ଆଇନ ବିଭାଗ, ଆଇନ ବିଶାରଦମାନେ ତର୍ଜମା କରୁଛି। ଉପଯୁକ୍ତ ସମୟରେ ଉପଯୁକ୍ତ…

ଆଜିର ରାଶିଫଳ

କର୍ମଫଳ ଦାତା ଶନି ଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶନି ଦେବ ୩ ଅକ୍ଟୋବର ୨୦୨୫ରେ ରାତି ୯ଟା ୪୯ ମିନିଟ୍‌ରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..…

ଆଜି ପବିତ୍ର ଜନ୍ମାଷ୍ଟମୀ,ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବ

ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ନତିଥି । ଚାରିଆଡ଼େ ଭକ୍ତିମୟ ପରିବଶ । ଏହି ତିଥିକୁ ସାରା ଦେଶରେ ଭକ୍ତିର ଓ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି । ବିଭିନ୍ନ କୃଷ୍ଣ ମନ୍ଦିରରେ ଆୟୋଜନ କରାଯାଇଛି ଭବ୍ୟ ଉତ୍ସବ। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଆକର୍ଷଣୀୟ…

ଆଜିଠୁ ବାର୍ଷିକ ଫାସ୍‌ଟ୍ୟାଗ୍‌

ଆଜିଠୁ ଫାସଟ୍ୟାଗ୍‌ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍‌ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍‌ଟ୍ୟାଗ୍‌ କାଟିବାକୁ ପଡ଼ିବନି । କାରଣ ଆଜିଠୁ ବାର୍ଷିକ ଫାସ୍‌ଟ୍ୟାଗ୍‌ କରିପାରିବେ ଆପଣ । ଅର୍ଥାତ୍‌ ବର୍ଷକ ପାଇଁ ଫାସ୍‌ଟ୍ୟାଗ୍‌ କଲେ ଆପଣଙ୍କୁ ଅନେକ ଲାଭ ମିଳିବ । ଅଗଷ୍ଟ ୧୫ରୁ ଏହି ନୂଆ ନିୟମ ପୂରା…