ଲକ୍ଷ୍ନୌକୁ ବିଦାକଲା ହାଇଦ୍ରାବାଦ

ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ବିଫଳତା ଧାରା ଜାରି ରହିଛି। ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ମାତ୍ର ୭ ରନ୍ କରିବା ପରେ ଲକ୍ଷ୍ନୌର ପ୍ଲେ ଅଫ୍ ଆଶା ଏକପ୍ରକାର ମଉଳିଯିବା ଦ୍ବାର ଦେଶରେ ରହିଛି। ପନ୍ତଙ୍କ ଲଜ୍ଜାଜନକ ବ୍ୟାଟିଂ ପାଇଁ ଲକ୍ଷ୍ନୌ ମାଲିକ ସଂଜୀବ ଗୋଏଙ୍କା…

ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ କରିବ ଏସ୍‌ଟିଏଫ୍‌

ଓଡ଼ିଶାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ବାଂଲାଦେଶୀ ଅନୁପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ…

ରାୱଲପିଣ୍ଡିରୁ ମୁଖ୍ୟାଳୟ ସ୍ଥାନାନ୍ତର କଲା ପାକିସ୍ତାନ ସେନା

ଭାରତୀୟ ସେନାର ଏୟାର ଷ୍ଟ୍ରାଇକ ପରେ ଡରିଯାଇଛି ପାକିସ୍ତାନ । ପାକିସ୍ତାନ ସେନା ରାୱଲପିଣ୍ଡିରୁ ଏହାର ମୁଖ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନା ଭିତରେ ଭାରତୀୟ ସେନା ବିଶେଷକରି ସୀମାରେ ଥିବା ଅନେକ ପାକିସ୍ତାନୀ…

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା  ୟୁଟ୍ୟୁବର ଏବେ ଚର୍ଚାରେ ।  ଯେଉଁମାନଙ୍କୁ ଟଙ୍କାର ଲୋଭ, ମିଛ ପ୍ରତିଶ୍ରୁତି, ସୋସିଆଲ ମିଡିଆର ଜାଲ, ପାକିସ୍ତାନକୁ ବୁଲିଯିବାର ଲୋଭ ଦେଖାଇ ସେମାନଙ୍କ ଠାରୁ ଗୁପ୍ତ ତଥ୍ୟ ନିଆଯାଉଥିଲା । ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ସୋସିଆଲ ମିଡିଆ…

ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ୫ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ୧୫ ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,…

ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ ବାହିନୀ

ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ 'ଅପରେସନ୍ ଅଲିଭିଆ' ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ ଉର୍ଜା, ପରିବେଶ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ୧୯ ମଇ ୨୦୨୫: ୧୬ ରୁ ୧୮ ମଇ ୨୦୨୫ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (MRSI) ସହଯୋଗରେ "ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ" (AMEES-୨୦୨୫) ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ…

ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ଖୋଳତାଡ଼

ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିଲେ ଜ୍ୟୋତି ମାଲହୋତ୍ରା ।  ହରିୟାଣାର  ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କୁ ନେଇ ଚର୍ଚା ଜୋର ଧରିଛି । ଏହାରି ମଧ୍ୟରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି  । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା…

ଓଡ଼ିଶାରେ ଏନଆଇଏ କାର୍ଯ୍ୟାଳୟ

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଓଡ଼ିଶା ଶାଖାକୁ ଥାନା ମାନ୍ୟତା ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରସ୍ଥିତ ବିଏସ୍‌ଏନ୍‌ଏଲ୍‌ କୋଠାରେ ପୂର୍ବରୁ ବ୍ରାଞ୍ଚ ଅଫିସ କାର୍ଯ୍ୟ କରୁଥିବାବେଳେ ଏହା ଏବେ ପୋଲିସ ଥାନା ଭାବେ…

ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ…