ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା

ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା । ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ପୁଲିସ୍…

ଆସିଲା ବିହାରର ଚୂଡ଼ାନ୍ତ ଭୋଟର ତାଲିକା

ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବା ପରେ ଚୂଡ଼ାନ୍ତ ଭୋଟର କାଲିକା ପ୍ରକାଶ ପାଇଛି । ତାଲିକାରେ ପ୍ରାୟ ୧୪ ଲକ୍ଷ ନୂଆ ଭୋଟର ଯୋଡ଼ାଯାଇଛନ୍ତି । ଭୋଟରମାନେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଲିଙ୍କ୍…

ବିଦେଶୀ ଔଷଧ ପରେ ଏବେ ବିଦେଶୀ ସିନେମା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ

ପୁଣି ଟାରିଫ ଧମକ ଦେଲେ ଟ୍ରମ୍ପ । ବିଦେଶୀ ଔଷଧ ପରେ ଏବେ ବିଦେଶୀ ସିନେମା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି । ଆମେରିକା ବାହାରେ ନିର୍ମାଣ ହେଉଥିବା ଫିଲ୍ମ ଉପରେ ଶତପ୍ରତିଶତ ଲଗାଇବାକୁ ଯାଉଛନ୍ତି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇଛନ୍ତି ।…

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ ।  ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ବକପକୁ ଆୟୋଜନ କରୁଛନ୍ତି  ।  ହରମନପ୍ରିତ୍ କୌରଙ୍କ…

ଆଜି ପୀଠେ ମହାନବମୀ ଏବଂ ମଣ୍ଡପରେ ମହାଷ୍ଟମୀ

ଆଜି ପୀଠେ ମହାନବମୀ ଏବଂ ମଣ୍ଡପରେ ମହାଷ୍ଟମୀ ।  କଟକ, ଭୁବନେଶ୍ବର, ବାଲେଶ୍ବର,  ରାଉରକେଲା,  ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ ।  ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ।  ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ  ।  …

ଆଜିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍‌ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍‌ ଓ ବିଦ୍ବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ। ବୃଷ: ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ପତ୍ନୀ…

ଫାଇନାଲରେ ପାକିସ୍ତାନ ଘାଇଲା, ଭାରତର ଦମଦାର ବିଜୟକୁ ନେଇ ସାରା ଦେଶରେ ଖୁସି

ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫାଇନାଲ ଜିତିବା ପରେ, ଟିମ ଇଣ୍ଡିଆ ଏସିଆ କପ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଯେ କାହା…

ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ

ତାମିଲାଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ ଶତାଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦଳାଚକଟା ପଛରେ ଷଡ଼ଯନ୍ତ୍ର ଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଟିଭିକେ ରବିବାର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି

ଆଜି ମା’ଦୁର୍ଗାଙ୍କ ପୀଠେ ମହାଷ୍ଟମୀ ଓ ମଣ୍ଡପରେ ପବିତ୍ର ମହାସପ୍ତମୀ। ଏଥିଲାଗି ଶ୍ରଦ୍ଧାଳୁମାନେ ସକାଳ ସକାଳୁ ପୂଜାମଣ୍ଡପରେ ଭିଡ଼ ଜମେଇଲେଣି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ମାଆ ଦୁର୍ଗା…

ରାଶିଫଳ

ମେଷ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ବିଚାର ଚାଲିବାର ରହିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ବୃଷ: ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ମିଷ୍ଟାନ…