ଆଜିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ‌ ବୃଷ: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସରେ…

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି । ଶ୍ରୀ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ…

ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସୂଚନା…

ଥରିଲା ଇଣ୍ଡୋନେସିଆ

ଆଜି ସକାଳୁ ସକାଳୁ ଇଣ୍ଡୋନେସିଆର ପଶ୍ଚିମ ପାପୁଆ ଅଞ୍ଚଳରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ପାପୁଆ । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ । ଏଯାବତ…

ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ

ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଙ୍କ୍ର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ ଅଧିକାରୀଙ୍କ…

ଆଜି ଭସାଣି, ମେଲାଣି ନେବେ ମା’

ଆଜି ଭସାଣି। ମେଲାଣି ନେବେ ମା’। କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ। ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ଭସାଣି ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା। ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା…

ଏହି ମାସ ଖୁବ୍‌ ଶୁଭଙ୍କର , ଜାଣନ୍ତୁ ମେଷ ଠାରୁ ମୀନ କେମିତି କଟିବ ଏହି ମାସ

ଅକ୍ଟୋବର ମାସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଗ୍ରହ-ନକ୍ଷତ୍ରଙ୍କ ଦୃଷ୍ଟିରୁ ବର୍ଷର ଦଶମ ମାସ ସମସ୍ତ ରାଶି ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଜ୍ୟୋତିର୍ବିଦଙ୍କ ମତାନୁସାରେ କିଛି ରାଶି ପାଇଁ ଏହି ମାସ ଖୁବ୍‌ ଶୁଭଙ୍କର । ଜାଣନ୍ତୁ ମେଷ ଠାରୁ ମୀନ କେମିତି କଟିବ ଏହି ମାସ.. ଏହି…

ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ…

ରାଜ୍ୟଗୁଡ଼ିକୁ ଏହି ସୁଯୋଗର ଉପଯୋଗ ସହ ନିଜ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ ବିକଶିତ କରିବାକୁ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କହିଲେ ଏହା ବହୁ ସଂଖ୍ୟାରେ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବ ଭାରତର ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ…

ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ ଜରିମାନା ଛାଡ଼ କରିଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏହାର ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ (MAB) ଜରିମାନା ଛାଡ଼ କରିଛି। ବୁଧବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଓଭରସିଜ୍ ବ୍ୟାଙ୍କ କହିଛି ଯେ ଏବେଠାରୁ, ସଞ୍ଚୟ ଖାତାରେ ସର୍ବନିମ୍ନ ହାରାହାରି ବାଲାନ୍ସ ନ ରଖିବା ପାଇଁ କୌଣସି ଜରିମାନା…

ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ …