ଇଣ୍ଡୋନେସିଆର ସୁମେରୁ ଆଗ୍ନେୟଗିରିରୁ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀକରଣ ଆରମ୍ଭ
ଇଣ୍ଡୋନେସିଆର ସୁମେରୁ ଆଗ୍ନେୟଗିରିରୁ ଲାଭା, ପାଉଁଶ ଓ ଗ୍ୟାସ୍ ଉଦଗୀକରଣ ଆରମ୍ଭ ହୋଇଛି । ପ୍ରାୟ ୫ କିଲୋମିଟରରୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ଆକାଶରେ ବ୍ୟାପି ଯାଇଛି ଉତ୍ତପ୍ତ ପାଉଁଶ । ଉତ୍ତପ୍ତ ଲାଭା ପ୍ରବାହ ଯୋଗୁ ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ଆକାଶରେ ପାଉଁଶ ବ୍ୟାପି ଯିବାରୁ ଅଞ୍ଚଳ ଏକ…