୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’…

ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍‌ ଭିଡିଓ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ…

ପୂଜା ଋତୁ ପାଇଁ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି, ରୂପା କେଜି ଲକ୍ଷେ ୪୪ ହଜାର

ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି।…

୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ

ବିସିସିଆଇ ଏକ ନୂଆ ସ୍ପନସର ପାଇଛି ।  ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି।  ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି…

୨୫ ରେ ପୁଣି ଏକ ଲଘୁଚାପ

ରାଜ୍ୟରେ ଏବେ ପ୍ରାୟତଃ ପାଗ ଶୁଖିଲା ରହୁଛି। ତେବେ ଆସନ୍ତା ୨୫ ବା ୨୬ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏ‌କ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଫଳରେ ଦେବୀଙ୍କ ପୂଜାର ପ୍ରାରମ୍ଭ ଷ‌ଷ୍ଠୀ ଓ ସପ୍ତମୀ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି।…

୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୋଦିଙ୍କ ଜନ୍ମଦିନରେ ବ୍ୟାପକ କାର୍ଯ୍ୟକ୍ରମ । ଆଜି ଗୋଟିଏ ଦିନରେ ରେକର୍ଡ ୭୫ ଲକ୍ଷ ଗଛ ଲଗାଇବେ ରାଜ୍ୟ ସରକାର । ଆବାସ ଦିବସରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀରେ ସାମିଲ ହେବେ ନରେନ୍ଦ୍ର ମୋଦୀ । କାଲି ସୁଭଦ୍ରା ଜନ୍ମତିଥି ବି ପାଳନ ହେବ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ମଧ୍ୟରାତ୍ରିରେ ଭୋଜନକୁ ରାକ୍ଷସୀ ଭୋଜନ କୁହାଯାଏ

ଖାଦ୍ୟ ଖାଇଲେ ହିଁ ଆମ ଶରୀର ପୋଷଣ ପାଇଥାଏ। କିନ୍ତୁ ଖାଦ୍ୟ ଆମେ ଭୋକ ଲାଗିଲେ ଖାଉ ଏବଂ ଲୋଭରେ ବି ଖାଉ। ଲୋଭରେ ଖାଇଲେ ତାହା ଆମର ପୁଷ୍ଟି ସାଧନ ନ କରି ଅହିତ କରିଥାଏ। ସୁତରାଂ ଭୋକ ଲାଗିଲେ ହିଁ ଖାଇବା ଉଚିତ। ଭୋକ ନ ଥାଇ ଖାଦ୍ୟ ଲୋଭରେ ଖାଇବା ଉଚିତ ନୁହେଁ। ପୁଣି ଖାଦ୍ୟ ଖାଇବାର ଗୋଟିଏ…

ଆଜିର ରାଶିଫଳ

ମେଷ:-କେହି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆପଣଙ୍କ ଘରକୁ ଆସିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବା ଯୋଗ ଅଛି। ବୃଷ:-ଆପଣଙ୍କୁ ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ…

ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର…

ୟୁପିଆଇ ଜରିଆରେ ଟଙ୍କା ଉଠାଇବା ସୁବିଧା ଖୁବଶିଘ୍ର

ୟୁପିଆଇ ମାଧ୍ୟମରେ ଯେଭଳି ଲୋକମାନେ ଟଙ୍କା ଉଠାଇ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇଛି। ଦେଶବ୍ୟାପୀ ଥିବା ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନେଟ୍‌ୱର୍କକୁ ବ୍ୟବହାର କରି ୟୁପିଆଇ ଜରିଆରେ…

ଭଣ୍ଡ ସନ୍ନ୍ୟାସୀ କିଏ?

ବିଜେଡିରେ ଏବେ ଶ୍ରୀମୟୀଙ୍କ ଲେଖାକୁ ନେଇ ଆଲୋଚନା ଜୋର ଧରିଛି । ସେ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ କିଛି ପୋଷ୍ଟ କରିଛନ୍ତି । ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ପାଣ୍ଡିଆନ୍‌ଙ୍କ ସଂପର୍କରେ ଲେଖାଯାଇଥିବା ଚର୍ଚ୍ଚା ହେଉଛି। ଏହି ପୋଷ୍ଟ୍ ସ୍ପଷ୍ଟ ଭାବେ କାହାଙ୍କୁ ନିଶାନା…