ବେଆଇନ ବାଲି ଉଠାଣ ଉପରେ ବାଲେଶ୍ବର ଜିଲ୍ଲାପାଳଙ୍କ ରେଡ୍, ୩୨ଟି ହାଇଓ୍ବା ଜବତ ସହ ୧୦ ଅଟକ
ବେଆଇନ ବାଲି ଉଠାଣ ଉପରେ ବାଲେଶ୍ବର ଜିଲ୍ଲାପାଳଙ୍କ ରେଡ୍ । ଅବୈଧ ବାଲି ଉଠାଣ ଓ ପରିବହନ ବିରୋଧରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଅକସ୍ମାତ୍ ଚଢ଼ାଉ । ଚଢ଼ାଉ ବେଳେ ୩୨ଟି ହାଇଓ୍ବା ଜବତ ସହ ୧୦ ଅଟକ। ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବା ନେଇ…