ଆଜି ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀ

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ…

କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼

ଆଜି ଦିନ ୯ଟାରୁ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି।…

ଆଜିର ରାଶିଫଳ

ମେଷ: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ। ସଫ୍‌ଟୱେର ଇଂଜିନିଅରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। ବୃଷ: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ। ଅନ୍ୟମାନଙ୍କ ଭାବନାକୁ ନେଇ ସଂବେଦନଶୀଳ ରହିବେ। ବେପାରରେ ଲାଭ ହେବ। ମିଥୁନ: କୌଣସି…

ଦିଲ୍ଲୀରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ବାଗତ କଲେ ମୋଦୀ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାର ନିୟମ ନ…

ଜମ୍ମୁ କାଶ୍ମୀର ଗୁଲମାର୍ଗର ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲର କମାଣ୍ଡାଣ୍ଟ ଭାବେ ନିଯୁକ୍ତ ହେଲେ ମେଜର ଜେନେରାଲ…

ଗୁଲମାର୍ଗ ,ଜମ୍ମୁ ଓ କାଶ୍ମୀର: ଭାରତୀୟ ସେନା ବାହିନୀର ଜଣେ ଅଭିଜ୍ଞ ଅଧିକାରୀ ମେଜର ଜେନେରାଲ ପୁନିତ ଡୋଭାଲଙ୍କୁ ଗୁଲମାର୍ଗସ୍ଥିତ ପ୍ରତିଷ୍ଠିତ ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲ (HAWS)ର ନୂତନ କମାଣ୍ଡାଣ୍ଟ ଭାବରେ ନିଯୁକ୍ତ କରାଯାଇଛି। ମେଜର ଜେନେରାଲ ଡୋଭାଲ ଆନୁଷ୍ଠାନିକ ବାଟନ…

ଫେବୃଆରୀ ୨୦୨୬ ରେ ସାତଫେରା ନେବେ ସାଉଥ୍ କୁଇନ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା

ବିବାହକୁ ନେଇ ଚର୍ଚ୍ଚାରେ ସାଉଥ୍ କୁଇନ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଉଭୟ ପ୍ରାୟତଃ ଏକାଠି ନଜର ଆସୁଥିବା ବେଳେ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି କପଲ୍ ନିଜ ସମ୍ପର୍କକୁ ନେଇ କୌଣସି ଅଫିସିଆଲ କନଫର୍ମ କରିନାହାନ୍ତି । ଏହାରି ମଧ୍ୟରେ ଅକ୍ଟୋବର ୩ରେ…

ବ୍ୟାଙ୍କିଂ କ୍ଷେତ୍ରରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୱାର୍କିଂ ଡେ କରିବା ନେଇ ଦାବି

ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ପାଳନ କରିବାକୁ ଦାବି କରିଆସୁଛନ୍ତି। ଏବେ, ସେମାନେ ସରକାରୀ ଭାବରେ ସରକାରଙ୍କ ନିକଟରେ…

ଭାରତ ଆସୁଛନ୍ତି ପୁଟିନ୍, ସାଙ୍ଗରେ ଆସୁଛି ଦୁନିଆର ସବୁଠୁ ସୁରକ୍ଷିତ ନୂତନ ଟେକ୍ନୋଲୋଜି କାର୍

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତାକାଲି ,ଡିସେମ୍ବର ୫ରେ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତ ସହିତ ତାଙ୍କର ଅଫିସିଆଲ୍ ଲିମୋଜିନ୍ କାର୍ Aurus Senat ମଧ୍ୟ ଭାରତରେ ପହଞ୍ଚିଛି, ଯେଉଁଥିରେ ସେ ଦିଲ୍ଲୀରେ ଯାତ୍ରା କରିବେ। ଏହି କାର୍‌ଟିକୁ ଦୁନିଆର…

ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା

ଗତ ୨୮ତାରିଖ ଦିନ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସମ୍ମୁଖରେ ଡିଡବ୍ଲୁଓଙ୍କୁ ଗୁଳି କରିଦେବି ବୋଲି କହିବା ସହ ତାଙ୍କ ଅସମ୍ମାନ କରିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ଡିଡବ୍ଲୁଓ। ଆଜି ଯୁବ ବିଜେଡି ଦଳର ନେତା ନେତ୍ରନନ୍ଦ କଲାର…

ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍‌ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିରୂପା ନଦୀ ପଣ୍ଡାସାହି ତୁଠରେ ଏକ ଅଭାବନୀୟ ଘଟଣା ଘଟିଥିଲା। ୫ଜଣ ସାଙ୍ଗ କାର୍‌ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍…