ପରସ୍ପରକୁ ଚକଲେଟ୍ ଖୁଆଇ ସମ୍ପର୍କରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ ପ୍ରେମୀ ଯୁଗଳ
‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ଅଢେଇ ଅକ୍ଷର ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଦିବସର ତୃତୀୟ ଦିନ ଅର୍ଥାତ୍ ଚକୋଲେଟ ଡେ । ପ୍ରଥମ ଦିନ ଗୋଲାପ ଡେ ଥିଲା ଏବଂ ଅନେକ ପୁଅ ଝିଅ ଗୋଲାପ ଦେଇ ପ୍ରପୋଜ କରିଥିବା…