କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା,୩୦ ମୃତ ଅନେକ ଲୋକ ନିଖୋଜ
କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ…