ଆଜି ପବିତ୍ର ଜାଗର,ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଆଜି ପବିତ୍ର ଜାଗର। ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ଏଥିଲାଗି ରାଜ୍ୟର ବିଭିନ୍ନ ଶୈବପୀଠ ଆଜି ଚଳଚଞ୍ଚଳ ହୋଇଉଠିଛି। ଶିବମୟ ହୋଇପଡିଛି ପରିବେଶ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଦିନଟି ଭଲ ରହିବ । ବ୍ୟବସାୟ ଆର୍ଥିକ ଲାଭ ଆଣିବ । ଟଙ୍କା ପାଇବାର ସମ୍ଭାବନା ଅଧିକ । ଆପଣ ଯାହା ବି କରିବେ ତାହା ଉତ୍କୃଷ୍ଟ ହେବ । ବନ୍ଧୁମାନଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । ପ୍ରାର୍ଥୀମାନେ ଆଶା ଅନୁଯାୟୀ ଫଳାଫଳ ପାଇବେ । ଆପଣ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ…

କେନ୍ଦୁଝର ଜିଲ୍ଲାକୁ ୧୦୦ କୋଟି ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା…

ଆଜି ଭାଲେଣ୍ଟାଇନ୍ସ ଡେ’, ପ୍ରେମ ଦିବସ ,ମନର ମଣିଷ ସହ ହଜେଇବାର ଦିନଟିଏ

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ଭାରତୀୟ ସଂସ୍କୃତିରେ ମିଶିଯାଇଛି। ସାରା ବିଶ୍ବରେ ଫେବୃଆରୀ ୧୪କୁ ପ୍ରେମ ଦିବସ ଭାବେ ପାଳନ…

ଆଜି ସେହି କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୭ ବର୍ଷ ପୂରିଛି,

୧୪ ଫେବ୍ରୁଆରି, ୨୦୧୯ - ଏହି ତାରିଖଟି ଭାରତୀୟ ଇତିହାସର ପୃଷ୍ଠାରେ ଏକ 'କଳାଦିନ' ଭାବେ ଲିପିବଦ୍ଧ ହୋଇ ରହିଛି । ସାରା ବିଶ୍ୱ ଯେତେବେଳେ ଭାଲେନଟାଇନ୍ ଡେ’ ପାଳନ କରୁଥିଲା, ସେତେବେଳେ କାଶ୍ମୀରର ପୁଲୱାମା ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା । ଆଜି ସେହି ଭୟଙ୍କର ଆତଙ୍କବାଦୀ…

ରାଜପଥରେ ଶକ୍ତି ପ୍ରଦର୍ଶନ କଲେ ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦…

ରିଲିଜ ହେଲା ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ଗୀତ

ସଲମାନ ଖାନ୍ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ପାଇଁ ଖବରରେ ରହିଛନ୍ତି । ନିକଟରେ  ଫିଲ୍ମର ପ୍ରଥମ ଗୀତ ‘‘ମାତୃଭୂମି” ରିଲିଜ୍ ହୋଇଥିଲା, ଯାହାକୁ ଅରିଜିତ ସିଂହ ଗାଇଥିଲେ। ଏହି ଗୀତକୁ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ଏହାରି ମଧ୍ୟରେ…

ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କଲା ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ…

ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କରିନେଇଛି। ଏଥି ପାଇଁ ଆମେରିକା ଜେନେରାଲ ଲାଇସେନ୍ସ ମଧ୍ୟ ଦେଇଛି। ଏହାର ଅର୍ଥ ହେଉଛି ରିଲାଏନ୍ସ ଏବେ ବିନା କୌଣସି ଆଇନଗତ କଟକଣାରେ ସିଧା ଭେନେଜୁଏଲାର…

ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା -ଡୋନାଲ୍ଡ ଟ୍ରମ୍ପ

ଇରାନ ସହ ଚାଲିଥିବା ପରମାଣୁ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଇରାନ ଅଭିମୁଖେ ଏକ ବଡ଼ କ୍ୟାରିୟର ଗ୍ରୁପ ପଠାଇଛୁ । ମୁଁ ଡିଲ୍ କରିବାକୁ ଚାହୁଁଛି,…

ବିନା ଭିସାରେ ଏବେ ଭାରତୀୟ ଯାତ୍ରୀମାନେ ଯାଇପାରିବେ ୫୬ଟି ଦେଶ

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ । ବିନା ଭିସାରେ ଏବେ ଭାରତୀୟ ଯାତ୍ରୀମାନେ ଯାଇପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ ତୀବ୍ର ଗତିରେ ଆଗକୁ ବଢିଛି ।…