ବଡ଼ ପରଦାକୁ ଆସିଛି ‘Toxic’: ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ
ଦୀର୍ଘ ଦିନର ଅପେକ୍ଷା ପରେ ବଡ଼ ପରଦାକୁ ଆସିଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’। ୟଶଙ୍କ ଆକ୍ସନ୍ ଅବତାର ସାଙ୍ଗକୁ ଫିଲ୍ମର ବିପୁଳ ବଜେଟ୍ ଏବଂ ହାଇପ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ଉତ୍ସାହ ରହିଥିଲା । ତେବେ ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ ହୋଇଥିବା ସୋସିଆଲ…