ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ,ସମସ୍ତ କାର୍ ପୋଡ଼ି ପାଉଁଶ
ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ । ବ୍ରହ୍ମପୁରର ହଳଦିଆପଦରରେ ଥିବା ଗାଡ଼ି ସୋ’ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ସୋରୁମ୍ରୁ ଧୂଆଁର କଳା ଆସ୍ତରଣ ବାହାରୁଥିବା ଦେଖିବାକୁ ମିଳିଛି । ସୋ’ରୁମ୍ ରେ ଥିବା ସମସ୍ତ କାର୍ ପୋଡ଼ି ପାଉଁଶ ହୋଇଯାଇଛି…