ଏହି କାରଣରୁ ପୂର୍ବ ପ୍ରମିକକୁ ଚେତାବନୀ ଦେଲେ ରଶ୍ମିକା ମନ୍ଦାନା
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପୂର୍ବରୁ ସରିଛି। ଏବେ ଏକ ପୁରୁଣା ଅଡିଓ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଯେଉଁଥିରେ ରଶ୍ମିକାଙ୍କ ପୂର୍ବ ପ୍ରେମିକ ସମ୍ପର୍କରେ ରହିଛି । ତାମିଲରେ ବେଶ ଭାବପ୍ରବଣ ହୋଇ ତାଙ୍କ ମା’ କିଛି କହୁଥିବା…