ଧ୍ୟାନରେ ବସନ୍ତୁ ସ୍ମୃତି ଶକ୍ତି ବଢ଼ିବ: ଭିକେ ପାଣ୍ଡିଆନ୍

ଖୋର୍ଦ୍ଧା: ସବୁଦିନ ଧ୍ୟାନ କରିବା ପାଇଁ ୫ଟି ସଚିବ  ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।  କ୍ରୀଡା, ଯୋଗ, ସାଇକ୍ଲିଂ କରି ଫିଟ ରହିବାକୁ ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ଵାସ ବଢିବ। ଏବେ ପ୍ରତିଯୋଗିତାର…

ଆଉ ମାତ୍ର କେଇ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଲ୍ୟାଣ୍ଡର

ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ନିକଟତର ହୋଇଛି । ଆଜି ପୁଣି ଫଟୋ ପଠାଇଛି ଲ୍ୟାଣ୍ଡର । ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପାଇଁ ମିଶନ ଶେଷ ପର୍ଯ୍ୟାୟରେ  । ଚନ୍ଦ୍ରଯାନ ଲ୍ୟାଣ୍ଡ କରିବା…

CWCରେ ଓଡ଼ିଶା ନେତାଙ୍କୁ ଅଣଦେଖା କରାଯାଇଛି: ସୁର ରାଉତରାୟ

ଭୁବନେଶ୍ବର: ଓଡ଼ିଶା କଂଗ୍ରେସକୁ AICCର ଅଣଦେଖା ହୋଇଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଗତକାଲି AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂ କମିଟି ଗଠନ କରିଥିବା ବେଳେ ଏଥିରେ ରାଜ୍ୟ କଂଗ୍ରେସର କେହି ବି ଜଣେ ନାହାନ୍ତି ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । କଟକ, ଭୁବନେଶ୍ବରରେ ମଧ୍ୟ ବର୍ଷା ହେଉଛି  । ଆସନ୍ତା ତିନି ଦିନ ପୁଣି ବର୍ଷା ହେବ । ଦୁଇଦିନ ପରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ନେଇ ୧୭ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରିଛି…

ବୁମରାହଙ୍କ ନେତୃତ୍ବରେ ଭାରତ ଶୃଙ୍ଖଳା ଜିତିଲା

ଡବଲିନ୍: ଅଧିନାୟକ ବୁମରାହଙ୍କ ନେତୃତ୍ବରେ ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି।  ଭାରତ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।   ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍‌ ସଂଗ୍ରହ କରି…

ସୀମା ଡ଼ିଅନ୍ତୁ ନାହିଁ କି କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ: ବିଜୟ

ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ  କଂଗ୍ରେସ ନେତା ଟାର୍ଗେଟ କରିଛନ୍ତି ।  କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସିନିୟର ଅଫିସର ତଥା ବଡ଼ ଭାଇ ହିସାବରେ ପରାମର୍ଶ ଲଷ୍ମଣ ରେଖା ଭିତରେ ରହି କାମ…

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଅଗଷ୍ଟ ୨୧ରେ ପାଳନ କରାଯାଉଛି “ବିଶ୍ୱ ବରିଷ୍ଠ ନାଗରିକ ଦିବସ”  । ଅନେକ ପରିବାରରେ ଏହି ଦିନ ପାଳନ କରାଯାଉଛି  ଯୁକ୍ତରାଷ୍ଟ୍ର ଆମେରିକାରେ। ଆମ ଦେଶରେ କମ ପାଳନ ହେଉଛି । ଆମେରିକାରେ  ୧୯୯୧ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଏହି ଦିବସ । ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅଧ୍ୟକ୍ଷତାରେ…

କାର୍ ମାଡ଼ିଯିବାରୁ ୨ କାଉଡ଼ିଆଙ୍କ ମୃତ୍ୟୁ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ନିକଟ ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ ହୋଇଛନ୍ତି । ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ ଜଣେ…

ଆଜିର ରାଶିଫଳ

ମେଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବେ। ବେପାରୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବିରୋଧୀମାନେ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ। ବୃଷ: ଅଫିସରେ କାମ କରିବା ପାଇଁ ପରିବେଶ ଭଲ ରହିବ। ବ୍ୟବସାୟରେ ଧନଲାଭ ହେବ। ଆପଣଙ୍କର ସକାରାତ୍ମକ ଭାବନା ବୃଦ୍ଧି ହେବ। କୃଷକଙ୍କ…

ଲଦାଖରେ ଖାଇକୁ ଖସିପଡ଼ିଲା ସେନା ଗାଡ଼ି : ୯ ଯବାନ ସହିଦ

ଲଦାଖ:  ଗଭୀର ଖାଇକୁ ସେନାର ଏକ ଗାଡ଼ି ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଲେହଠାରୁ ୧୫୦ କିମି ଦୂର କ୍ୟାରୀ ସହର ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ଲେହ ପ୍ରତିରକ୍ଷା ପିଆର୍‌ଓ ଲେପ୍ଟନାଣ୍ଟ କର୍ନେଲ…