ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା

ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ  ।  ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟାରେ ଯୁବବର୍ଗର ଗ୍ରାହକଙ୍କ ପାଇଁ ସୁଲଭ…

ନବୀନ ପୁଣି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେ ଅନୁଯାୟୀ ନବୀନ ହେଉଛନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସର୍ଭେରେ ସାମିଲ ହୋଇଥିବା ମୋଟ୍‌ ୩,୭୬୦…

ରାଶିଫଳ

ମେଷ:ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଅଷ୍ଟମ ଚନ୍ଦ୍ର ହେତୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ତଥାପି ସମସ୍ୟା ଥିଲେ ମଧ୍ୟ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଆବଶ୍ୟକତାନୁସାରେ…

କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍‌କୁ ଉଠିଲେ: ଆସନ୍ତାକାଲି ଫାଇନାଲ

ଭାରତର ତିନିଜଣ କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍‌କୁ ଉଠିଲେ ।  ଓଡ଼ିଆ ଜାଭଲିନ୍‌ ଫିଙ୍ଗାଳି ‌କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। ବିଶ୍ବ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ଚମତ୍କାର…

ଆନ୍ତର୍ଜାତୀୟ ଡଗ୍ ଡେ’

ଆଜି ହେଉଛି ଇଣ୍ଟର ନ୍ୟାସନାଲ ଡଗ୍ ଡେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏଭଳି ଦିବସ ପାଳନ କରୁଛନ୍ତ ଲୋକେ ।  କୁକୁରଙ୍କୁ ଭଲ ପାଉଥିବା ପଶୁପ୍ରେମୀ ଲୋକମାନେ ଆଜିର ଦିନରେ ଏହି ଦିନକୁ ପାଳନ କରୁଛନ୍ତି । ମଣିଷର ସର୍ବୋତ୍ତମ ବନ୍ଧୁ କୁକୁର ଭଳି  ହୃଦୟ କେହି ଜିତି ପାରିବେ ନାହିଁ  । …

’ଗଦର-୨’ର ସଫଳତା ପରେ ଫିସ୍ ବଢ଼ାଇଲେ ସନ୍ନି

ବକ୍ସ ଅଫିସରେ ଶହ ଶହ କୋଟି ଟଙ୍କା ରୋଜଗାର କରିବା ପରେ ଏବେ ସନ୍ନି ଦେଓଲଙ୍କର ଚାହିଦା ବଢ଼ିଯାଇଛି ।  ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’  ୫ଶହ କୋଟି କ୍ଲବରେ ସାମିଲ ହେବାପରେ ବଲିଉଡରେ ତାଙ୍କର କ୍ରେଜ ବୃଦ୍ଧି ପାଇଛି ।  ସନ୍ନିଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଆଗାମ…

ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ

ବେଙ୍ଗାଲୁରୁ : ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ପାଳନ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚନ୍ଦ୍ରଯାନ -୩ର ସଫଳତା ଅବସରରେ ବେଙ୍ଗାଲୁରୁ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି। ତା’ ସହିତ ଯେଉଁଠି…

5T ସଚିବଙ୍କ ଅଚାନକ ଗଜପତି ଗସ୍ତ

ଗଜପତି: 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗଜପତି ଗସ୍ତ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ ।…

ରାଷ୍ଟ୍ରପତି ଶାସନ ଲାଗୁ ହେବ କି ପଞ୍ଜାବରେ ?

ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗି ଥିବାରୁ ଆଗାମୀ ଦିନରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସଂଭାବନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜ୍ୟପାଳଙ୍କ ନିର୍ଦେଶ ମାନୁନଥିବାରୁ  ରାଜ୍ୟପାଳ ଚେତାବନୀ ଦେଇଛନ୍ତି ଯେ…

ନିରଜ ଫାଇନାଲରେ ‌

ସ୍ବିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି ନିରଜ ।  ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି।ନିରଜ  ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫ‌ାଇନାଲକୁ ପ୍ରବେଶ କରି…