ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । …

୩୦ତାରିଖ ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବନି

ସେପ୍ଟେମ୍ବର ୩୦ ଡେଡଲାଇନ । ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛିକି ? ତେବେ ତୁରନ୍ତ ବ୍ୟାଙ୍କ ଯାଇ ବଦଳାନ୍ତୁ । ୨ ହଜାର ଟଙ୍କା ନୋଟ ଜମା ଓ ବଦଳାଇବାକୁ ଆଉ ୩ ଟି କାର୍ଯ୍ୟ ଦିବସ ରହିଛି। ଆରବିଆଇ ଏ ନେଇ ପୂର୍ବରୁ ଘୋଷଣା କରିଛି । ଏହା ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବେ…